1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

Coconut Water:ମଧୁମେହ ରୋଗୀ ପିଉଛନ୍ତି କି ନଡ଼ିଆ ପାଣି?

ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । କିନ୍ତୁ ଅନେକ ଥର ମଧୁମେହ ରୋଗୀମାନେ କିଛି ଜିନିଷକୁ ନେଇ ଦ୍ଵନ୍ଦରେ ପଡ଼ନ୍ତି । ସେମାନେ ଏହାକୁ ଖାଇବା ଉଚିତ କି ନୁହେଁ ଜାଣିପାରି ନଥାନ୍ତି । ତେବେ ଚାଲନ୍ତୁ ଜାଣିବା ମଧୁମେହ ରୋଗୀଙ୍କ ଠାରେ ନଡିଆ ପାଣି ପିଇବାର ଲାଭ କ’ଣ?

Sudesna Nayak
Sudesna Nayak
health benefits of drinking coconut water manage the sugar level in diabetic patients

health benefits of drinking coconut water manage the sugar level in diabetic patients

ମଧୁମେହ (Diabetes)ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । କିନ୍ତୁ ଅନେକ ଥର ମଧୁମେହ (Diabetes) ରୋଗୀମାନେ କିଛି ଜିନିଷକୁ ନେଇ ଦ୍ଵନ୍ଦରେ ପଡ଼ନ୍ତି । ସେମାନେ ଏହାକୁ ଖାଇବା ଉଚିତ କି ନୁହେଁ ଜାଣିପାରି ନଥାନ୍ତି । ତେବେ ଚାଲନ୍ତୁ ଜାଣିବା ମଧୁମେହ ରୋଗୀ (Diabetes)ଙ୍କଠାରେ ନଡିଆ ପାଣି (Coconut Water)ପିଇବାର ଲାଭ କ’ଣ?

ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ନଡ଼ିଆ ପାଣି (Coconut Water)ରେ ଜିରୋ କ୍ୟାଲୋରୀ ଥାଏ । ନଡ଼ିଆ ପାଣି (Coconut Water)ରେ ପୋଟାସିୟମ୍, ଆଇରନ୍, ମାଙ୍ଗାନିଜ୍ ଓ ଭିଟାମିନ୍ ସି ଭଳି ଅନେକ ପୋଷକ ତତ୍ତ୍ୱ ନଡ଼ିଆ ପାଣି (Coconut Water)ରେ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ଅଟେ ।

ଯଦିଓ ନଡିଆ ପାଣି ସ୍ୱାଦରେ ମିଠା, ଏଥିରେ କୌଣସି କୃତ୍ରିମ ମିଠା ବ୍ୟବହାର କରାଯାଏ ନାହିଁ । ତେଣୁ ମଧୁମେହ ରୋଗୀ (Coconut Water)ଙ୍କଠାରେ ନଡିଆ ପାଣି (Coconut Water) ପିଇବା ଦ୍ୱାରା ଚିନି ସ୍ତର ବୃଦ୍ଧି ହୁଏ ନାହିଁ ।

ନଡ଼ିଆ ପାଣିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ, ଯାହା ସାହାଯ୍ୟରେ ଶରୀରରେ ଇନସୁଲିନ୍ ମଧ୍ୟ ଉତ୍ପନ୍ନ ହୁଏ । ଯେଉଁଥିପାଇଁ ନଡ଼ିଆ ପାଣି (Coconut Water)ମଧୁମେହ ରୋଗୀ (Diabetes)ଙ୍କ ପାଇଁ ହିଁ ଲାଭଦାୟକ ଅଟେ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ନଡିଆ ପାଣି (Coconut Water)ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ହିଁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

ପ୍ରତିଦିନ ପିଅନ୍ତୁ କଖାରୁ ଜୁସ୍ ,ବଡ ବଡ ରୋଗରୁ ମିଳିବ ମୁକ୍ତି

ବ୍ଲଡ ପ୍ରେସରରୁ ମୁକ୍ତି ଦେବ ଷ୍ଟ୍ରବେରୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments