1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଜାଣନ୍ତୁ ପିଜୁଳି ପତ୍ରର ଚମତ୍କାରୀ ଗୁଣ ,ଦୂର କରେ କ୍ୟାନ୍ସର

ପିଜୁଳି ଖାଇବାର ଉପାଦେୟତା ବିଷୟରେ ହୁଏତ ଆମେ ସମସ୍ତେ ଜାଣିଥିବା । ପ୍ରଚୁର ମାତ୍ର ରେ ଭିଟାମିନ ସି ଥିବା ଏହି ଫଳର ପତ୍ରରେ କେତେ ଚମତ୍କାରୀ ଔଷଧୀୟ ଗୁଣ ରହିଛି ସେ ବିଷୟରେ ଜାଣିଛନ୍ତି କି ?

Sudesna Nayak
Sudesna Nayak
surprising benefits of guava leaf

surprising benefits of guava leaf

ପୁରୁଣା କାଳରେ ଲୋକମାନେ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚି ଯାଉଥିଲେ । ହେଲେ ବର୍ତ୍ତମାନର ଦୁନିଆରେ ଲୋକମାନେ ଅଧିକରୁ ଅଧିକ ୭୦ ରୁ ୮୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଆମର ଦୈନନ୍ଦିନର ଜୀବନ ଶୈଳୀ ଓ ଖାଦ୍ଯ ପେୟ । ବର୍ତ୍ତମାନର ଦୁନିଆରେ ପ୍ରତ୍ୟକ ଲୋକ ଭେଜାଲ ମାଲ ଖାଇ ଜୀବନ ବଞ୍ଚୁଛି । ବର୍ତ୍ତମାନର ଜୀବନରେ ବହୁତ ଲୋକଙ୍କର ଶରୀର ଜନିତ ବହୁତ ସମସ୍ଯା ଦେଖା ଯାଉଛି ।

ପୁରୁଣା କାଳରେ କିଛି ଗଛର ପତ୍ର ଓ ଫଳ ଆଦିର ସେବନରେ ବଡ ବଡ ରୋଗ ଦୂର ହେଇ ଯାଉଥିଲା । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହିପରି ଏକ ଗଛର ପତ୍ର ବିଷୟରେ କହିବୁ । ଯାହାର ସେବନ ଦ୍ଵାରା ଆପଣଙ୍କର କେତେକ ରୋଗ ଜଡରୁ ଦୂର ହୋଇଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ପିଜୁଳି ଖାଇବାର ଉପାଦେୟତା ବିଷୟରେ ହୁଏତ ଆମେ ସମସ୍ତେ ଜାଣିଥିବା । ପ୍ରଚୁର ମାତ୍ର ରେ ଭିଟାମିନ ସି ଥିବା ଏହି ଫଳର ପତ୍ରରେ କେତେ ଚମତ୍କାରୀ ଔଷଧୀୟ ଗୁଣ ରହିଛି ସେ ବିଷୟରେ ଜାଣିଛନ୍ତି କି ?
ବର୍ତ୍ତମାନ ପିଜୁଳି ପତ୍ର ବଜାରରେ ବଟିକା ଭାବେ ଏବଂ ପିଜୁଳି ପତ୍ର ର ଚା' ମଧ୍ୟ ଦେଖିବାକୁ ମିଳୁଛି ।

ସବୁଦିନ ସଖାଳେ ଆପଣଙ୍କୁ ଖାଲି ପେଟରେ ୨ ଟି ପିଜୁଳି ପତ୍ର ଖାଇବା ନିହାତି ଉଚିତ । ପିଜୁଳି ପତ୍ରରେ ଭିଟାମିନ C ରହିଥାଏ । ଏହା ଆମର ରୋଗ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରାଇଥାଏ । ଏହି ପତ୍ରରେ ଥିବା ତତ୍ଵ ଦ୍ଵାରା କ୍ୟାନ୍ସର ଦୂର ହୋଇଥାଏ ।

୧୦ ରୁ ୧୨ ସପ୍ତାହ ପିଜୁଳି ପତ୍ରର ଚା ପିଇଲେ ଆପଣଙ୍କ ଶର୍କରାର ମାତ୍ରା ନିୟନ୍ତ୍ରିତ ହେବ ।

ପିଜୁଳି ପତ୍ରରେ ଆନ୍ଟି- ବ୍ୟାକ୍ଟେରିଆ ତତ୍ଵ ଦ୍ଵାରା ଶରୀରରେ ଥିବା ଦାଗ, କୁଣ୍ଡିଆ ଓ ବ୍ରଣ ଆଦି ଦୂର ହୋଇଥାଏ ।

ମୁହଁରେ ଅଧିକ ବ୍ରଣ ହେଉଥିଲେ ପିଜୁଳି ପତ୍ର ବାଟି ଲଗାନ୍ତୁ । ଏହାର କବକ ବିନାଶ କରିବା ପ୍ରକ୍ରୁକ୍ତି ଆପଣଙ୍କୁ ବ୍ରଣରୁ ଦୁରେଇ ରଖିଥାଏ ।

୮ ରୁ ୯ ଟି ପିଜୁଳି ପତ୍ରକୁ ୫ କପ ପାଣିରେ ସିଝାଇ ତାକୁ ଡେଙ୍ଗୁ ରୋଗୀଙ୍କୁ ୩ ଥର ପିଅବାକୁ ଦିଅନ୍ତୁ । ଏହା ବେଶ ଶୀଘ୍ର ରକ୍ତର ପ୍ଲେଟଲେଟ କାଉଣ୍ଟକୁ ବୃଦ୍ଧି କରି ଶରୀର ସୁସ୍ଥ କରିଥାଏ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments