Health & Lifestyle

ମକା ଶରୀର ପାଇଁ ଉପକାରୀ

ବ୍ଲଡ୍ ସୁଗାରକୁ କଣ୍ଟ୍ରୋଲ କରିବାରେ ମିଠା ମକା (sweet corn) ମଧ୍ୟ ବହୁତ ସହାୟକ ପ୍ରମାଣିତ ହୁଏ ।

20 May, 2025 10:00 AM IST By: Sudesna Nayak

ଆଜିକାଲି ଖରାପ ଡାଇଟ୍ ଯୋଗୁଁ ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଲୋକମାନେ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି । ଫାଷ୍ଟଫୁଡ୍ ଏବଂ ବହୁତ ତେଲ ଜିନିଷ ଖାଇବା ଦ୍ୱାରା ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି। ଆଜିକାଲି ଦେଖାଯାଉଛି ଯେ ଲୋକମାନେ ବ୍ଲଡ୍ ସୁଗାର ଏବଂ ଖରାପ କୋଲେଷ୍ଟ୍ରଲ ଭଳି ଗମ୍ଭୀର ସମସ୍ୟାରେ ପୀଡିତ ହେଉଛନ୍ତି । ଆସନ୍ତୁ ଜାଣିବା ମକା (sweet corn) ଖାଇଲେ କ’ଣ ସବୁ ଉପକାର ମିଳିଥାଏ...

ସୂଚନା ଥାଉ ଯେ,ମକା (sweet corn)ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ ମକା । ମକାରେ ଭିଟାମିନ୍‌, ମିନେରାଲ୍ସ ଏବଂ ଅନ୍ୟ ପୋଷକ ତତ୍ତ୍ୱରେ ଭରପୂର ରହିଥାଏ ।

ବ୍ଲଡ୍ ସୁଗାରକୁ କଣ୍ଟ୍ରୋଲ କରିବାରେ ମିଠା ମକା (sweet corn) ମଧ୍ୟ ବହୁତ ସହାୟକ ପ୍ରମାଣିତ ହୁଏ । ମିଠା ମକା (sweet corn) ଶରୀରରୁ ଖରାପ କୋଲେଷ୍ଟ୍ରଲ ବାହାର କରିବାରେ ବହୁତ ସହାୟକ କରିଥାଏ ।

ପ୍ରକାଶ ଥାଉ ଯେ,ବର୍ଷା ଦିନେ ମକା (sweet corn) ଖାଇବାର ମଜା ଟିକେ ନିଆରା ଲାଗିଥାଏ। ମକାକୁ ପୋଡ଼ି କରି ହେଉ ବା ସିଝେଇ କରି ଖାଆନ୍ତୁ, ଉଭୟ ପାଟିକୁ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ।

ଶରୀରରେ ଏହି 6 ଟି ଲକ୍ଷଣ ଦେଖିବା ମାତ୍ରେ ହୋଇଯାଆନ୍ତୁ ସତର୍କ ...

Summer Tips: ଗ୍ରୀଷ୍ମ ଋତୁରେ ମଧ୍ୟ ଚମକଦାର ରହିବ ତ୍ୱଚା..!