Krishi Jagran odia
Menu Close Menu

୨୬ ରୁ ଆଦିବାସୀ ମେଳା ...

Wednesday, 23 January 2019 10:36 AM

ପାହାଡି ମାଟି ର ମହକରେ ଫାଟିଲାଣି ରାଜଧାନୀ |ଗୋବର ଓ ନାଲି ମାଟି ରେ ଲିପା ହେଲାଣି ଘର କାନ୍ଥ |ସହରରେ ବାସବନ୍ଧିଲେଣି ବନବାସୀ |

୨୬ ତାରିଖରୁ ସ୍ଥାନୀୟ ଇଡ୍କୋ ପ୍ରଦର୍ଶନୀ ପଡିଆ ରେ ଆରମ୍ଭ ହେବ ଆଦିବାସୀ ମେଳା ସେଥିପାଇଁ ଆସୁ ଆସୁ ତତ୍ପରତା ଦେଖାଇଲେଣି ଏମାନେ | ବାସ ତିଆରି ଆରମ୍ଭ କଲେଣି ପିଲାଠାରୁ ବୁଢା ସଭିଏଁ ଏକାଠି ହୋଇ କାମ କରୁଛନ୍ତି |କିଏ ପାଦ ରେ ମାଟି ଚକଟାଉଛି ଓ କେଵେ କାନ୍ଥ ରେ ମାଟି ଚାଟୁଚି ଆଉ କେଵେ ଘର ଚଣା ଛପର ପକାଇବାରେ ଲାଗିଛି


ଚଳିତ ବର୍ଷ ଏହି ଆଦିବାସୀ ମେଳା ୨୫ ଟି ଜନଜାତିଙ୍କ ଘର ଦେଖଣାହାରୀଙ୍କୁ ଆକୃଷ୍ଟ କରିବ |ବିଶେଷ କରି ହୋ ,ସଉରା ,କୁଟିଆ ,ମାଟିଆ ,ଓରାମ, ମୁଣ୍ଡ ,ଖଡ଼ିଆ ,କିସାନ ,ସାଉଁଥି ,ପଡି ଭୂୟାଁ ପ୍ରମୁଖଙ୍କ ଘର ଏବର୍ଷ ମେଳା ରେ ଆକର୍ଷଣ ସାଜିବ|

Share your comments


CopyRight - 2019 Krishi Jagran Media Group. All Rights Reserved.