Horticulture

ଶୀତଦିନରେ ବ୍ରୋକୋଲି ଚାଷ କରି ହୋଇପାରିବେ ଲକ୍ଷପତି(ଦ୍ଵିତୀୟ ଭାଗ )

ଗତ ସପ୍ତାହ ଶନିବାର ପ୍ରକାଶିତ ହୋଇଥିବା ବ୍ରୋକୋଲି ଚାଷ ର ଅବଶିଷ୍ଟାଂକ୍ସ ….

08 January, 2019 5:00 PM IST By: KJ Staff


ଗତ ସପ୍ତାହ ଶନିବାର ପ୍ରକାଶିତ ହୋଇଥିବା ବ୍ରୋକୋଲି ଚାଷ ର ଅବଶିଷ୍ଟାଂକ୍ସ ….

ମଞ୍ଜି ର ମାତ୍ରା…
ଏକ ହେକ୍ଟର କୁ ୪୦୦ ରୁ ୫୦୦ ଗ୍ରାମ ମଞ୍ଜି ଆବଶ୍ୟକ ହୁଏ।


ତଳି ରୋପଣ :
ତଳି ପଟିରେ ତଳିଁ ପକାଇବା ୧ ମାସ ୧୫ ଦିନ ଭିତରେ ତଳି ଗୁଡ଼ିକ ମୁଖ୍ୟ କ୍ଷେତରେ ଲଗାଇ ବାକୁ ଉପଯୁକ୍ତ ହୋଇଯାନ୍ତି।

ବ୍ୟବଧାନ:

ମୁଖ୍ୟ କ୍ଷେତ ରେ ୪୫ ସେ. ମି ଧାଡିକୁ ଧାଡି ଏବଂ ୩୦ସେ. ମି ଗଛକୁ ଗଛ ବ୍ୟବଧାନ ରେ ଚାରା ରୋପଣ କରନ୍ତୁ।


ଅମଳ:

ବ୍ରୋକୋଲୀ ଗୁଡିକରେ ତଳ ପାର୍ଶ୍ଵରେ କଣ୍ଡକୁ କାଟି ପ୍ରାୟେ ୧୦ ରୁ ୧୫ ସେ. ମି ତଳେ ଛୁରୀରେ କରିବା ଉଚିତ୍।ବ୍ରୋକୋଲିରେ ଫୁଲ ଗୁଡ଼ିକ ଗାଢ଼ ସବୁଜ ତଥା ବାନ୍ଧି ହୋଇ ରହିବ ଆବଶ୍ୟକ।

ଡେରିରେ ଅମଳ କଲେ ବ୍ରୋକୋଳୀ ହଳଦିଆ ପଡ଼ିବା ସହ ଅଧିକ ଖଦଡ଼ା ତନ୍ତୁରେ ପୂର୍ଣ୍ଣ ହୋଇଯାଏ ତଥା ଫୁଲ ଗୁଡ଼ିକ ଢିଲା ହେଇଯାଏ।ନିର୍ଦ୍ଦିଷ୍ଟ ସମୟରେ ଅମଳ କଲେ ଅଧିକ ଅମଳ ମିଳେ।୧୦୦-୧୫୦ କ୍ଵିଣ୍ଟାଲ ବ୍ରୋକୋଲୀ ହେକ୍ଟର ପିଛା ଉତ୍ପାଦନ ହୋଇଥାଏ।

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)