1. ଉଦ୍ୟାନ କୃଷି

କଞ୍ଚା ଲଙ୍କା ରୁ ଔଷଧ !

ଭାରତ ରେ ଲଙ୍କା ର ବହୁଳ ଭାବେ ବ୍ୟବହାର କରାଯାଏ |ଲଙ୍କା ଛୁଙ୍କ ପରେ ତରକାରୀ ର ରଙ୍ଗ ଓ ସ୍ୱାଦ ର ମଜା ନିଆରା |ମାତ୍ର ଏହା ବ୍ୟତୀତ ଆୟୁର୍ବେଦ ରେ ଏହାକୁ ଓଷଧ ଭାବେ ବିବେଚନା କରାଯାଇଛି କାରଣ ସ୍ୱାସ୍ଥ୍ୟ ଉପରେ ଏହାର ଅନେକ ସକାରତ୍ମକ ପ୍ରଭାବ ରହିଛି |କିନ୍ତୁ ଅଧିକ ମାତ୍ର ରେ ଲଙ୍କା କହିବା ଦ୍ୱାରା ଚାଟି ପୋଡ଼ିବାକୁ ଲାଗିଥାଏ |ତେଣୁ ଲଙ୍କା ଖାଇବାର ଅଭ୍ୟାସ ନଥିଲେ ବା ଆପଣଙ୍କ ପ୍ରକୃତି ପିତ୍ତପ୍ରଧାନ ତେବେ ଏହାକୁ ଖାଇବା ଉଚିତ ନୁହଁ|

KJ Staff

ତେବେ ଏହାର ବିଶେଷତ୍ୱ :
-କଞ୍ଚା ଲଙ୍କା ରେ ଭରପୁର ଆଣ୍ଟି-ଅକ୍ସୀଡାଣ୍ଟ ରହିଛି |

-ଏହା କର୍କଟ ଆଶଙ୍କା ଦୂର କରିବା ସହ ବୟସ ବୃଦ୍ଧି ପ୍ରକ୍ରିୟା ମଧ୍ୟ ଧୀର କରିଥାଏ |

-ଶ୍ୱାସ ପ୍ରଣାଳୀ କୁ ସଠିକ ପରିଚାଳନା କରେ |

-ରୋଗ ଓ ସଂକ୍ରମଣ ରୁ ରକ୍ଷା କରିବାରେ ଏହାର ବିଶେଷ ଭୂମିକା ରହିଛି |

-ପ୍ରଚୁର ଭିଟାମିନ -ଇ ଥିବାରୁ ଚମକଦାର ତ୍ୱଚା ଲାଗି ପ୍ରାକୃତିକ ତେଲ ଉତ୍ପନ କରିବାର ସାମର୍ଥ୍ୟ ଏହାର ଅଛି |

-ଏଥିରେ ଆଦୌ କ୍ୟାଲୋରୀ ନଥାଏ ,ତନେଉ ଏହାକୁ ଖାଇବା ଦ୍ୱାରା ମେଧାବହୁଳ ହୁଏ ନାହିଁ |

-ପୁରୁଷଙ୍କୁ ପ୍ରୋଷ୍ଟେଟ କ୍ୟାନ୍ସର ରୁ ଏହା ରକ୍ଷା ଦେଇଥାଏ |

-ରକ୍ତ ଶର୍କରା ସ୍ଥର ସନ୍ତୁଳନ ରେଏହା ବହୁ ମାତ୍ରା ରେ ସାହାଯ୍ୟ କରେ |

-ଏହା ବ୍ୟତୀତ କଞ୍ଚା ଲଙ୍କା ହଜମ କାରକ ମଧ୍ୟ |

-ବିଶେଷ ଭାବେ ଏହା ଧୂମପାନକାରୀଙ୍କ ଲାଗି ଅଧିକ ଉପକାରୀ କାରଣ ଏହା ଫୁସଫୁସ ଜନିତ କର୍କଟ ଦୂର କରିଥାଏ ବୋଲି ବିଶେଷଜ୍ଞ ମତ ଦିଅନ୍ତି |

-ତ୍ୱଚା ସଂକ୍ରମଣ ଚିକିତ୍ସା ରେ ମଧ୍ୟ ଏହା ସହାୟକ ହୋଇଥାଏ |

-ନିୟମିତ କଞ୍ଚା ଲଙ୍କା ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ସଂକ୍ରମଣ ଦୂର କରାଯାଇପାରିବ |

-ଏହା ପ୍ରଚୁର ଲୌହ ଯୁକ୍ତ ହୋଇଥିବାରୁ ମହିଳା ମାନଙ୍କର ଲୌହ ପରିମାଣ କୁ ଏହା ସଠିକ ପରିଚଳନ କରେ |

ତେବେ ଏହି ସବୁ ଉପକାରିତା ଥିବାରୁ ନିୟମିତ ଅଳ୍ପ ପରିମାଣ ରେ କଞ୍ଚା ଲଙ୍କା  ଖାଇବା ଉଚିତ|

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments