1. ଉଦ୍ୟାନ କୃଷି

ମଟର ରୁ ଲାଭ …

ମଟର ଏକ ଡାଲି ଜାତିଆ ଫସଲ |ଏହା କୁ ଚାଷ କଲେ ଅମଳ ଭଲ ମିଳିବ ସହ ଏହା ମାଟି ରେ ଯବକ୍ଷାରଜାନ ର ମାତ୍ର ବଢ଼ାଇବାରେ ସାହାଯ୍ୟ କରେ ତେଣୁ ମଟର ପରେ ଲଗାଯାଇଥିବା ଫସଲ ହୃଷ୍ଟ ପୃଷ୍ଠା ହୁଏ |ଏହାକୁ ମୁଖ୍ୟତ ଶୀତ ଦିନରେ ଚାଷ କରାଯାଏ ଏବଂ ଏହା ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତି ରେ ମଧ୍ୟ କାର୍ଯ୍ୟକାରୀ ହୋଇଥାଏ |ମଟର ର ଚାହିଦା ବର୍ଷ ସାରା ଥାଏ ତେଣୁ ଏହାକୁ ଠାରେ ଲଗାଇଲେ ଚାଷୀ ମାନେ ବହୁ ଫାୟଦା ପାଇବେ |ଜମିରେ ଭିନ୍ନ ଭିନ୍ନ ପ୍ରକାରର କିସମ ଲଗାଇଲେ ଲାଭ ଅଧିକ ପାଇବେ |

KJ Staff
KJ Staff

ମଟର  ଏକ  ଡାଲି ଜାତିଆ  ଫସଲ |ଏହା କୁ ଚାଷ କଲେ ଅମଳ ଭଲ ମିଳିବ ସହ ଏହା ମାଟି ରେ ଯବକ୍ଷାରଜାନ ମାତ୍ର ବଢ଼ାଇବାରେ ସାହାଯ୍ୟ କରେ  ତେଣୁ  ମଟର ପରେ ଲଗାଯାଇଥିବା ଫସଲ ହୃଷ୍ଟ ପୃଷ୍ଠା ହୁଏ |ଏହାକୁ ମୁଖ୍ୟତ ଶୀତ ଦିନରେ ଚାଷ କରାଯାଏ ଏବଂ ଏହା ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତି ରେ ମଧ୍ୟ କାର୍ଯ୍ୟକାରୀ ହୋଇଥାଏ |ମଟର ଚାହିଦା ବର୍ଷ ସାରା ଥାଏ ତେଣୁ ଏହାକୁ ଠାରେ ଲଗାଇଲେ ଚାଷୀ ମାନେ ବହୁ ଫାୟଦା ପାଇବେ |ଜମିରେ ଭିନ୍ନ ଭିନ୍ନ ପ୍ରକାରର କିସମ ଲଗାଇଲେ ଲାଭ ଅଧିକ ପାଇବେ |

ତେବେ ଏହାର ଚାଷ ପ୍ରଣାଳୀ

 

କିସମ :

ସହଲା କିସମ :କଷି ନନ୍ଦିନୀ ,କଷି ଉଦୟ ,କଷି ମୁକ୍ତି,ଆଜାଦ - ଇତ୍ୟାଦି

ବିଳମ୍ବ କିସମ :କଷି ଶକ୍ତି ,ଆଜାଦ ମଟର -

 

ମୃତିକା :

ମଟର ଚାଷ ପ୍ରାୟେ ସମସ୍ତ ପ୍ରକାର ମାଟି ରେ କରିପାରିବେ |ମାଟିରେ ଜୈବ ଅଙ୍ଗାର ବହୁ ପରିମାଣରେ ରହିବ ଆବଶ୍ୟକ ଏବଂ ପି.ଏଚ ରୁ .  ମଧ୍ୟ ରହିବ ଉଚିତ |

 

ଲଗାଇବା ସମୟ :

ଅକ୍ଟୋବର ଶେଷ ସପ୍ତାହ ରୁ ଆରମ୍ଭ କରି ନଭେମ୍ବର ଶେଷ ସପ୍ତାହ ଯାଏ ଏହାକୁ ଲଗାଇପାରିବେ |ତାପମାତ୍ରା ଅଧିକ ଥିବା ସମୟରେ ଏହାକୁ ଲଗାନ୍ତୁ ନାହିଁ କାରଣ ଏହା ଦ୍ୱରା ଅମଳ କାମ ଆସେ|

 

 

ମଞ୍ଜି ପରିମାଣ :

ମଞ୍ଜି ପରିମାଣ କିସମ ଅନୁସାରେ ଭିନ୍ନ ଭିନ୍ନ ଥାଏ |ସହଲା କିସମର ମଞ୍ଜି ହେକ୍ଟର ପ୍ରତି ୧୮୦ କି,ଗ୍ରା ଏବଂ ବିଳମ୍ବ କିସମ ୧୦୦ ରୁ ୧୨୦ କି.ଗ୍ରା ମଞ୍ଜି ଆବଶ୍ୟକ |

ଏହାର ଅବଶିଷ୍ଟାଂଶ କାଲି ପ୍ରକାଶିତ ହେବ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ