1. ଉଦ୍ୟାନ କୃଷି

ଏହି ବହୁମୂଲ୍ୟ ଫସଲ ର କରନ୍ତୁ ଚାଷ !

ଏହି ବହୁମୂଲ୍ୟ ଫସଲ ର କରନ୍ତୁ ଚାଷ !

KJ Staff
KJ Staff

ଗାଁରେ ଚାଷ କାମ ଛାଡି ସହର ଆସିଥିବା ଅଗ୍ରଣୀ ଚାଷୀ ମାନଙ୍କ ଲାଗି ଏହା ଆଉ ଏକ ସୁବର୍ଣ୍ଣ ସୁଯୋଗ |ଏହି ପରି ଏକ ସୁଯୋଗ ଦେଇଛି ବିଲାତି ବାଇଗଣ ର ଗୋଟେ କିସମ :ନାମଧାରୀ -୪୧୬୬|
କାନପୁର ର ଚନ୍ଦ୍ରଶେଖର ଆଜାଦ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ର ଗବେଷକ ମାନେ ଏପରି ଏକ କିସମ ର ଉଦ୍ଭାବନ କରିଛନ୍ତି ଯାହା ୧୨୦୦ ରୁ ୧୪୦୦ କୁଇଣ୍ଟାଲ ପ୍ରତି ହେକ୍ଟର ଅମଳ ଦେଇପାରିବ |
ଏଠାରେ ଉଲ୍ଲେଖନୀୟ ଯେ ସାଧାରଣ ବିଲାତି ବାଇଗଣ ର ପ୍ରଜାତି ୨୦୦ ରୁ ୪୦୦ କୁଇଣ୍ଟାଲ ପ୍ରତି ହେକ୍ଟର ର ଅମଳ ଦେଇଥିଲା ବେଳେ ନା ମଧାରୀ କିସମ ଏକ ବେଶ ଉତ୍ତମ ଚୟନ |

ଏହା ବିଶେଷ କରି ୪୫ ଦିନ ସୁଦ୍ଧା ଅମଳ ଦେଇଥାଏ ଏବଂ ସାଧାରଣ ପ୍ରଣାଳୀ ରେ ଚାଷ ଅପେକ୍ଷା ଏଥିରେ ରୋଗ ପୋକ ଆକ୍ରମଣ ର ସମ୍ଭାବନା କାମ ଥିବାରୁ ଏହାର ଚାଷ ଲାଗି ଖର୍ଚ ମଧ୍ୟ କମ ହୋଇଥାଏ |
ଏହାକୁ ସେପ୍ଟେମ୍ବର ବା ଅକ୍ଟୋବର ମାସରେ ରେ ଚାଷ କରାଯାଏ ଏବଂ ଏହା ହାରାହାରି ଡ଼ିସେମ୍ବର ରୁ ଜାନୁଆରୀ ମାସ ସୁଦ୍ଧା ଅମଳ ଦେଇଥାଏ |
ଏହା ଲାଗି ଅଧିକ ଜଳସେଚନ ର ଆବଶ୍ୟକ ନଥାଏ ଏବଂ ଏହାକୁ ଆପଣ ଗ୍ରୀନ ହାଉସ ରେ ମଧ୍ୟ ଚାଷ କରିପାରିବେ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments