1. ଉଦ୍ୟାନ କୃଷି

କେମିତି କରିବେ ଗେଣ୍ଡୁର ବଂଶ ବିସ୍ତାର??

ହିନ୍ଦୁ ସାଧାରଣତଃ ବର୍ଷ ର ସବୁ ସମୟରେ ଲଗାଯାଇଥାଏ ।ଶୀତଦିନ ଏହାର ଚାହିଦା ଦେଖାଯାଏ । ବଂଶ ବିସ୍ତାର: ସାଧାରଣ ମଞ୍ଜିରୁ ଓ କଟା ଖଣ୍ଡ ଦ୍ଵାରା ନୂତନ ଗଛ ସୃଷ୍ଟି କରାଯାଏ।

KJ Staff
KJ Staff

ହିନ୍ଦୁ ସାଧାରଣତଃ ବର୍ଷ ର ସବୁ ସମୟରେ ଲଗାଯାଇଥାଏ ।ଶୀତଦିନ ଏହାର ଚାହିଦା ଦେଖାଯାଏ ।

ବଂଶ ବିସ୍ତାର: ସାଧାରଣ ମଞ୍ଜିରୁ ଓ କଟା ଖଣ୍ଡ ଦ୍ଵାରା ନୂତନ ଗଛ ସୃଷ୍ଟି କରାଯାଏ।


ମଞ୍ଜି ଦ୍ଵାରା: ହେକ୍ତର୍କୁ ୨-୨.୫ କି. ଗ୍ରା ମଞ୍ଜି ଦରକାର ଏବଂ ୫ ରୁ ୭ ଦିନରେ ମଞ୍ଜି ଗଜା ହୁଏ।ମଞ୍ଜିକୁ ଗଜା ହେବା ଲାଗି କୌଣସି ଏକ ପାତ୍ର ରେ ବା ପଟାଳି ଲଗାଯାଏ।
ପଟାଳି ବନେଇବା ଲାଗି ୮ ରୁ ୧୦ କେ.ଜି ଗୋବର ଖତ କୁ ମାଟି ସହ ମିଶାଇ ୧ ବର୍ଗ ମିଟର ଉଚ୍ଚତା ୧୫ ସେ.ମୀ ହେବ ଉଚିତ୍ ।

ମଞ୍ଜି ଲଗାଇବା ପୂର୍ବରୁ କ୍ଲୋରପାଇରିଫୋସ୍ ଗୁଣ୍ଡ ପଟାଳି ରେ ସିଞ୍ଚନ କଲେ ପିମ୍ପୁଡ଼ି ଦାଉରୁ ରକ୍ଷା ମିଳେ।ଶୀତଦିନେ ପଟାଳି ଶୀଘ୍ର ଗଜା ହେବ ଲାଗି ପଟାଳି କୁ ନଡା ଦ୍ଵାରା ଘୋଡାଇ ଦିଅନ୍ତୁ ।ତେଣୁ ଉତ୍ତାପ ପାଇ ମଞ୍ଜି ଜଲ୍ଦୀ ଗଜା ହୁଏ।

କଟା ଖଣ୍ଡ ଦ୍ଵାରା: କିସମ ଯଥା - ଆଫ୍ରିକା ୟେଲୋ, ଯାଏନ୍ଟ ଆଫ୍ରିକା ଅରେଞ୍ଜ ରୁ ମଞ୍ଜି ବାହାରେ ନାହିଁ।ଏହି ପରି କିସମ ର ବଂଶ ବିସ୍ତାର ଲାଗି କତା ଖଣ୍ଡ ର ବ୍ୟବହାର କରାଯାଏ ।ଅଗ୍ରଭାଗରେ ୧୦ ସେ. ମି କତା ଖଣ୍ଡ ବଂସବିଷ୍ଟର ପାଇଁ ବ୍ୟବହାର କରାଯାଏ।ଏହି କତା ଖଣ୍ଡରେ ୨ ରୁ ୪ ଯୋଡ଼ା ପତ୍ର ରହିବା ଆବଶ୍ୟକ। କଟା ଖଣ୍ଡରୁ ମୂଳକୁ ରୁଟେକ୍ସ-୧ ରେ ବୁଡାଇ ପଟାଳି ରେ ଲଗାଇଲେ ଶୀଘ୍ର ସେର ଆସିଥାଏ।


ପ୍ରାରମ୍ଭିକ ଅବସ୍ଥାରେ ଗଛକୁ ଚୈ ଦେବା ଦରକାର ଓ ଗଜ ମୂଳକୁ ଆଡ ରଖିବା ଦରକାର।୮ ରୁ ୧୦ ଦିନରେ ଗଛର ଚେର ବାହାରି ମାଟିରେ ଲାଗେ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments