ମଲିବେଡନମ:
ଏହି ଅନୁସାରେ କୋବି ଜାତୀୟ ଫସଲ ଏବଂ ଡାଲି ଜାତୀୟ ଫସଲ ପାଇଁ ଗୁରୁତ୍ଵପୂର୍ଣ୍ଣ ।ମଲିବେଡନମ୍ ର ଅଭାବ ଦେଖା ଦେଲେ କୋବି ପତ୍ରର ଧାର କଟା କଟା ହୋଇ ଚାବୁକ ଆକାର ଧାରଣ କରେ।ପତ୍ର ମୋଡି ହୋଇଯାଏ।ଅତ୍ୟଧିକ ଅଭାବ ଥିଲେ କୋବି ପତ୍ରର ଖାଲି ସିର ରହିଥାଏ।
ପତ୍ରର ଆକାର କମିଯିବାରୁ ଖାଦ୍ୟ ପ୍ରସ୍ତୁତ ବାଧାପ୍ରାପ୍ତ ହୁଏ ଏବଂ ଫୁଲ କୋବି ଛୋଟ ହୋଇଥାଏ।ସେହିପରି ମଳିବେଡନମ୍ ଅଭାବ ରେ ଗଛର ଅନ୍ୟ ଉପାଦାନର ଅଭାବ ମଧ୍ୟ ପରିଲିକ୍ଷିତ ହୋଇଥାଏ।
ନିରାକରଣ
-ଏହାର ନିରାକରଣ ଲାଗି ମାଟିରେ ୨୨୫ ରୁ ୪୦୦ ଗ୍ରାମ ସୋଡିଅମ୍ ମଳିବଡେଟ୍ ପ୍ରତି ହେକ୍ଟର ପ୍ରୟୋଗ କରିବା ଆବଶ୍ୟକ ।
- କିମ୍ବା ଏକ କି.ଗର ମଞ୍ଜିକୁ ୫୦ ରୁ ୧୦୦ ଗ୍ରାମ ଅମୋନିଆମ୍ ମଲିବଡେଟ୍ ରେ ମିଶାଇ ଦେବା ଉଚିତ୍।
-ଏହାର ନିରାକରଣ ଲାଗି ମାଟିରେ ୨୨୫ ରୁ ୪୦୦ ଗ୍ରାମ ସୋଡିଅମ୍ ମଳିବଡେଟ୍ ପ୍ରତି ହେକ୍ଟର ପ୍ରୟୋଗ କରିବା ଆବଶ୍ୟକ ।
- କିମ୍ବା ଏକ କି.ଗର ମଞ୍ଜିକୁ ୫୦ ରୁ ୧୦୦ ଗ୍ରାମ ଅମୋନିଆମ୍ ମଲିବଡେଟ୍ ରେ ମିଶାଇ ଦେବା ଉଚିତ୍।
- ପ୍ରତି ଲିଟର ପାଣିରେ ୨ ଗ୍ରାମ ମିଶାଇ ଗଛ ରୋଇବାର ୧୦ ଦିନ ପରେ ୩ ଥର ପତ୍ର ସିଞ୍ଚନ କରନ୍ତୁ।
ଫୁଲ କୋବି ରେ ମଲିବେଡ଼ନମ ର ଅଭାବ ଲକ୍ଷଣ ଡ ନିରାକରଣ ବିଷୟରେ ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ