Horticulture

ଫୁଲ କୋବି ରେ ଅନୁସାର ଅଭାବ(ଦ୍ଵିତୀୟ ଭାଗ )

ଗତ କଲି ପ୍ରକାଶ ପାଇଥିଲା ଫୁଲକୋବି ରେ ଅନୁସାର ବୋରନ ର ଅଭାବ ଲକ୍ଷଣ ଏବଂ ତାର ପ୍ରତିକାର |ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ ଅନୁସାର ହେଉଛି ମଲିବେଡନମ|ଫୁଲକୋବି ଉପରେ ଏହାର ପ୍ରଭାବ ବିଷୟରେ ଜାଣିବା ଲାଗି ଆଗକୁ ପଢନ୍ତୁ ...

03 January, 2019 6:39 PM IST By: KJ Staff
ଗତ କଲି ପ୍ରକାଶ ପାଇଥିଲା ଫୁଲକୋବି ରେ ଅନୁସାର ବୋରନ ର ଅଭାବ ଲକ୍ଷଣ ଏବଂ ତାର ପ୍ରତିକାର |ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ ଅନୁସାର ହେଉଛି ମଲିବେଡନମ|ଫୁଲକୋବି ଉପରେ ଏହାର ପ୍ରଭାବ ବିଷୟରେ ଜାଣିବା ଲାଗି ଆଗକୁ ପଢନ୍ତୁ ...

ମଲିବେଡନମ:
ଏହି ଅନୁସାରେ କୋବି ଜାତୀୟ ଫସଲ ଏବଂ ଡାଲି ଜାତୀୟ ଫସଲ ପାଇଁ ଗୁରୁତ୍ଵପୂର୍ଣ୍ଣ ।ମଲିବେଡନମ୍ ର ଅଭାବ ଦେଖା ଦେଲେ କୋବି ପତ୍ରର ଧାର କଟା କଟା ହୋଇ ଚାବୁକ ଆକାର ଧାରଣ କରେ।ପତ୍ର ମୋଡି ହୋଇଯାଏ।ଅତ୍ୟଧିକ ଅଭାବ ଥିଲେ କୋବି ପତ୍ରର ଖାଲି ସିର ରହିଥାଏ।

ପତ୍ରର ଆକାର କମିଯିବାରୁ ଖାଦ୍ୟ ପ୍ରସ୍ତୁତ ବାଧାପ୍ରାପ୍ତ ହୁଏ ଏବଂ ଫୁଲ କୋବି ଛୋଟ ହୋଇଥାଏ।ସେହିପରି ମଳିବେଡନମ୍ ଅଭାବ ରେ ଗଛର ଅନ୍ୟ ଉପାଦାନର ଅଭାବ ମଧ୍ୟ ପରିଲିକ୍ଷିତ ହୋଇଥାଏ।

ନିରାକରଣ

-ଏହାର ନିରାକରଣ ଲାଗି ମାଟିରେ ୨୨୫ ରୁ ୪୦୦ ଗ୍ରାମ ସୋଡିଅମ୍ ମଳିବଡେଟ୍ ପ୍ରତି ହେକ୍ଟର ପ୍ରୟୋଗ କରିବା ଆବଶ୍ୟକ ।


- କିମ୍ବା ଏକ କି.ଗର ମଞ୍ଜିକୁ ୫୦ ରୁ ୧୦୦ ଗ୍ରାମ ଅମୋନିଆମ୍ ମଲିବଡେଟ୍ ରେ ମିଶାଇ ଦେବା ଉଚିତ୍।

-ଏହାର ନିରାକରଣ ଲାଗି ମାଟିରେ ୨୨୫ ରୁ ୪୦୦ ଗ୍ରାମ ସୋଡିଅମ୍ ମଳିବଡେଟ୍ ପ୍ରତି ହେକ୍ଟର ପ୍ରୟୋଗ କରିବା ଆବଶ୍ୟକ ।


- କିମ୍ବା ଏକ କି.ଗର ମଞ୍ଜିକୁ ୫୦ ରୁ ୧୦୦ ଗ୍ରାମ ଅମୋନିଆମ୍ ମଲିବଡେଟ୍ ରେ ମିଶାଇ ଦେବା ଉଚିତ୍।


- ପ୍ରତି ଲିଟର ପାଣିରେ ୨ ଗ୍ରାମ ମିଶାଇ ଗଛ ରୋଇବାର ୧୦ ଦିନ ପରେ ୩ ଥର ପତ୍ର ସିଞ୍ଚନ କରନ୍ତୁ।

 

ଫୁଲ କୋବି ରେ ମଲିବେଡ଼ନମ ର ଅଭାବ ଲକ୍ଷଣ ଡ ନିରାକରଣ ବିଷୟରେ ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)