1. ଉଦ୍ୟାନ କୃଷି

ଅଦିନିଆ ପନିପରିବା ଚାଷ !

ଅଦିନିଆ ପନିପରିବା ଚାଷ !

KJ Staff
KJ Staff

କୃଷି ଭିତିକ ଦେଶ ,ଭାରତ ରେ ବହୁ ଚାଷୀ ମୌସୁମୀ ର ଅପେକ୍ଷା କରି ବହୁ ବାର କ୍ଷେତିଗ୍ରସ୍ତ ହୋଇଥାନ୍ତି |କେବେ ଅଧିକ ବୁର୍ଷ୍ଟିପାତ ର ସମୀକ୍ଷା କରିବାକୁ ପଡେ ତ କେବେ ପୁଣି ମରୁଡି ର ସମ୍ମୁଖୀନ ହେବାକୁ ପଡିଥାଏ |ବର୍ଷ ତମାମ ଚାଷ କରିବା ଲାଗି ଆବଶ୍ୟକ ଅଦିନିଆ ପନିପରିବା ଚାଷ ପ୍ରଣାଳୀ ର ଏକ ବିସ୍ତୃତ ପରିକଳ୍ପନା |ଏହା ଦ୍ୱାରା ଚାଷୀ ର ମାନଦଣ୍ଡ ବୃଦ୍ଧି ହେବା ସହ ବଜାରରେ ପନିପରିବା ସବୁ ସମୟରେ ଉପଲବ୍ଧ ହୋଇପାରିବ|ଏହା ଚାଷୀଙ୍କ ଆୟ ଦ୍ବିଗୁଣିତ କରିବାରେ ନିଶ୍ଚିନ୍ତ ସାହାଯ୍ୟ କରିପାରିବ |


କେମିତି କରିବେ ଅଦିନିଆ ଚାଷ?
-ଋତୁ ଅନୁସାରେ ଦେଶରେ ବିଭିନ୍ନ ସ୍ଥାନରେ
ମଞ୍ଜି ବୁଣିବା ସମୟ କୁ ପରିବର୍ତନ କରି
-ଅଧିକ ଅମଳକ୍ଷମ କିସମ ର ବ୍ୟବହାର କରି
-ଗ୍ରୀନ ହାଉସ ପରି କୁତ୍ରିମ ବ୍ୟବସ୍ତା ଦ୍ୱାରା

ଏହାର ଉପାଦେୟତା ?
-ଜମି ଓ କୃଷି ର ପ୍ରକୃଷ୍ଟ ନିଯୁକ୍ତି ହୋଇପାରିବ|
-ଏହାର ଉତ୍ପାଦନ ବଜାରରେ ବେଶ ଭଲ ଦ୍ୱାରା ରେ ବିକ୍ରି ହୋଇଥାଏ |
-ଶୀତଳଭଣ୍ଡାର ର ଅଭାବ ରେ ମଧ୍ୟ ଖାଦ୍ୟ ଉତ୍ପାଦନ ହୋଇ ଗ୍ରାହକ ଙ୍କ ପାଖରେ ଉପଲବ୍ଧ କରାଯାଇପାରିବ |
-ଏହାର ଦେଶ ବିଧେଶ ରେ ବେଶ ଅଧିକ ଗ୍ରାହକ ଅକ୍ରୁସ୍ତ କରିଥାଏ ,ତେଣୁ ରଫ୍ତାନି କରିବା ସହଜ |
-ପନିପରିବା ସବୁ ଋତୁ ରେ ଖାଇଲେ ସ୍ୱାସ୍ଥ୍ୟ ଭଲ ରୁହେ |

ଚାଷୀ ଙ୍କ ଲାଗି ଖାସ !
ଏହା ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କ ଲାଗି ବେଶ ଉପଯୋଗୀ |
ଏହା କୃଷି କ୍ଷେତ୍ର ର ଅଧିକ ଉପାର୍ଜନ ଯୋଗାଇବା ସାଙ୍ଗରେ ବେକାରୀ ଦୂର କରିଥାଏ |
ଏହା ଚାଷୀ ର ମାନଦଣ୍ଡ ସୁଦୃଢ କରିଥାଏ |

କାହିଁକି କରିବେ ଅଦିନିଆ ଚାଷ ?
-ସରକାର ଏଥି ଲାଗି ବିଶେଷ ସବ୍ସିଡି ପ୍ରଦାନ କରୁଛନ୍ତି |
-ଏହା କୃଷି ମହିଳାଙ୍କ ଲାଗି ଏକ ଅନ୍ୟତମ ଉପାର୍ଜନ ର ରାସ୍ତା |
-ଅଧିକ ଉପାର୍ଜନ ଓ ଜମି ର ଉପଯୁକ୍ତ ବ୍ୟବହାର ଲାଗି ଏହା ପ୍ରକୃଷ୍ଟ |
- ସବୁ ପ୍ରକାର ଫସଲ ଚାଷ ଦ୍ୱାରା ମାଟି ର ଉର୍ବରତା ଭଲ ରୁହେ |
-ବିଭିନ୍ନ ଠେକଦାର ଏବଂ ବଜାରରେ ନିଯୁକ୍ତି କର୍ମଚାରୀ ଙ୍କ ସହ ଚାଷୀ ର ସମ୍ବନ୍ଧ ସୁଦୃଢ ହୋଇଥାଏ |
-ଏହା ବିଶେଷ କରି ରଫ୍ତାନି ଲାଗି ବେଶ ଉପଯୋଗୀ ଖାଦ୍ୟ ଉତପଦନ କରିଥାଏ |

କେଉଁ ପାରିବ ଏଥି ଲାଗି ଉପଯୋଗୀ ?
-କୋବି ଏବଂ କୋବି ଜାତୀୟ ଫସଲ
-ଟମାଟୋ ,ବାଇଗଣ ,ଶିମ୍ଲା ମିର୍ଚ୍ଚ
-ତରଭୁଜ ,ଖରବୁଜ ,କାକୁଡି ଇତ୍ୟାଦି
-ମୂଳା ,ଗାଜର ,ଗ୍ରୀନ ମଟର ,
-ରସୁଣ ,ଅଦା ଓ ମସଲା ଜାତୀୟ ଫସଲ
-ଆଳୁ ,ଭେଣ୍ଡି ଶାଗ ,ଛୁଇଁ ଇତ୍ୟାଦି

କିପରି କରିବେ ?
-ଆରମ୍ଭ କରିବା ପୂର୍ବରୁ କିଛି ଜ୍ଞାନ କୌଶଳ ଏହା ବିଷୟରେ ଜାଣି ରଖିବା ଆବଶ୍ୟକ |
-ବଜାରରେ ଉତ୍ପାଦନ ର ଚାହିଦା ଆଖି ଆଗରେ ରଖି ଚାଷ କରନ୍ତୁ |
-ସ୍ୱୟଂ ପାରଙ୍ଗ ସଙ୍ଗମ କରିପାରୁଥିବା ପନିପରିବା ଚାଷ କରନ୍ତୁ |ଏମାନେ କୁତ୍ରିମ ବାତାବରଣ ରେ ମଧ୍ୟ ପ୍ରଜନନ କରିପାରିବେ |
-ଜମି ରେ ଚାଷ କରିବା ଆଗରୁ ,ଜମି ର ଅମ୍ଳତା ,ଇତ୍ୟାଦି ଭଲ ଭାବେ ପରୀକ୍ଷା କରି ଦେଖନ୍ତୁ |

ଏହାର କେତେକ ଅପକାରିତା
-ଏହା କୁ ଆରମ୍ଭ କରିବା କଷ୍ଟସାଧ୍ୟ ହେବା ସାଙ୍ଗରେ ବେଶ ବ୍ୟୟବହୁଳ
-ଏହା ଲାଗି ବ୍ୟବହାର ହେଉଥିବା ମଞ୍ଜି ମଧ୍ୟ ଅଧିକ ବ୍ୟୟବହୁଳ |

ଏହା ଲାଗି ବଜାର ଚାହିଦା ମଧ୍ୟ ଅଧିକ ରହିବା ଆବଶ୍ୟକ |
-ଜ୍ଞାନକୌଶଳ ଏବଂ ରକ୍ଷଣା ଭକ୍ଷଣ ବ୍ୟତୀତ ଏହାକୁ କରିବା କଷ୍ଟସାଧ୍ୟ |
-ତାପମାତ୍ରା ଓ କୁର୍ତ୍ତୀମ ବାତାବରଣ ରେ ଅଧିକ ପରିବର୍ତନ ହେଲେ ରୋଗ ପୋକ ହେବାର ବହୁ ଭୟ ରହିଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments