1. ଉଦ୍ୟାନ କୃଷି

କୃଷକଅଙ୍କ ଲାଗି ନୂତନ ସମ୍ଭାବନା :ପିପ୍ପଳୀ ଚାଷ

ପିପ୍ପଳୀ ଏକ ବହୁବର୍ଷିୟ ନରମ ଲତା ୱେବନଂ ଛୋଟ ଗ୍ଲୁମ ଜାତୀୟଫସଲ |ବିଶେଷକରି ଗଛ ଗୁଡିକ ତଳେ ମାଡ଼ନ୍ତି ଏବଂ ପ୍ରତ୍ୟେକ ଗଣ୍ଠି ରୁ ଚେର ବାହାରିଥାଏ | ପିପ୍ପଳୀ ର ଉବୟ ଚେର ଓ ଫଳ ଔଷଧୀୟ ଅଟେ |ପିପ୍ପଳୀ କୁ ବ୍ୟବହାର କରି ପକ୍ଷାଘାତ,କାଟିବାତ,ଆଣ୍ଠୁ ଗଣ୍ଠି ବାତ ,ଅନିୟମିତ ଋତୁସ୍ରାବ ,ସାପ ଓ ବୀଚ କାମୁଡାମ , ଅନ୍ଧାରକଣା ,ହୃଦରୋଗ,କୃମି ରୋଗ ,ଶ୍ୱାସ ଓ କଫ ଜନିତ ରୋଗ,ପୁରୁଷ ମାନଙ୍କର ଯୌନ ଅକ୍ଷମତା ,କୁଷ୍ଠ ,ଜଣ୍ଡିସ ,ଅର୍ଶ ,ପ୍ଲିହା ଇତ୍ୟାଦି ରୋଗ ଭାଳହେବାରେ ବ୍ୟବହାର କରାଯାଏ |

KJ Staff

ନିଗିଡ଼ା ଦୋରସା  ମୃତିକା ରେ ଏହାର ଚାଷ କରାଯାଏ |ଉସ୍ମ ଓ ଆଦର ଜଳବାୟୁ ପିପ୍ପଳୀ ଚାଷ ଲାଗି ଉପଯୋଜିଉ |ନଡ଼ିଆ ଓ ଗୁଆ ବଗିଚା ତଳେ ଅର୍ଥାତ ଚାଷୀ ଜାଗା ରେ ଏହା ବଢିଥାଏ | ପିପ୍ପଳୀ ର ପୁଅ ବା କଲମୀ (ଡାଳ)ଦ୍ୱାରା ଏହାର ବଂଶବିସ୍ତାର କରାଯାଏ |ସପ୍ତାହ କୁ ତାହାରେ ଜଳସେଚନ ର ଆବଶ୍ୟକତା ହୋଇଥାଏ |

ଅମଳ:

ଗଛ ଲଗାଇବାର ୫ ରୁ ୭ ମାସ ପରେ ଫଳ ଆସିଥାଏ |ଫଳ ଗୁଡିକ ପାଉଁଶିଆ କଲା ରଙ୍ଗ ର ହେଲେ ଅମଳ କରାଯାଏ |ଫଳ ତୋଳିବା ପରେ ଶଖାଗୁଡ଼ିକ କାଟିଦେଲେ ସେଥିରୁ ନୂଆ ଡାଳ ବାହାରି ପରବର୍ଷ ପୁନର୍ବାର ଫଳ ଦେହରେ |ତିନି ବର୍ଷ ପରେ ଏହାକୁ ସମ୍ପୂର୍ଣ ଉପାଡି ଚେର ଅମଳ କରାଯାଏ |୩ ବର୍ଷ ରେ ଏହାର ମୋଟ ଖର୍ଚ୍ଚ ବାଦ ଦେଇ ହେକଟର ପ୍ରତି ୮,୫୫,୮୦୦ ଟଙ୍କା ଲାଭ ମିଳିଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ