Horticulture

PM Kisan : ଏଯାଏଁ ପାଇନାହାଁନ୍ତି କି ଦଶମ କିସ୍ତି ଟଙ୍କା ? ତାହାଲେ ଏମିତି କରନ୍ତୁ ଯାଞ୍ଚ

ନୂଆବର୍ଷ (New Year)ରେ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଉପହାର ଦେଇଥିଲେ ।

12 January, 2022 11:11 AM IST By: Sudesna Nayak

ନୂଆବର୍ଷ (New Year)ରେ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଉପହାର ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଶନିବାର ଦିନ କୃଷକମାନଙ୍କୁ ନୂତନ ବର୍ଷ (New Year 2022) ଉପହାର ଦେଇ ପିଏମ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana)ର ଦଶମ କିସ୍ତି (10th Installment) ଟଙ୍କା ରିଲିଜ କରିଥିଲେ ।

ଏହି କିସ୍ତିରେ ସରକାର ୨୦ କୋଟିରୁ ଅଧିକ ଟଙ୍କା ୧୦ କୋଟି ଚାଷୀମାନଙ୍କୁ ଟ୍ରାନ୍ସଫର କରିଛନ୍ତି । ଏହି କିସ୍ତିରେ ୧୦ କୋଟି ଚାଷୀମାନଙ୍କୁ ସରକାର ୨୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରି ସାରିଛନ୍ତି । ଚାଷୀମାନଙ୍କ ଖାତାକୁ ଯାଇଛି ଏହି ଟଙ୍କା ।

ସୂଚନା ଅନୁସାରେ, ଯଦି ଆପଣମାନେ ଏହି ଯୋଜନା ପାଇଁ ଯୋଗ୍ୟ ଅଟନ୍ତି ଓ ଆପଣମାନେ ଏପର୍ଯ୍ୟନ୍ତ ଟଙ୍କା ପାଇ ନାହାଁନ୍ତି, ତେବେ ଆପଣମାନଙ୍କୁ ତୁରନ୍ତ ସତର୍କ କରାଯିବା ଆବଶ୍ୟକ ଅଟେ ।

ଯଦି ଏଯାବତ ପାଇନାହାଁନ୍ତି ଦଶମ କିସ୍ତି ଟଙ୍କା, ତାହାଲେ ଏମିତି କରନ୍ତୁ ଯାଞ୍ଚ...

ଦଶମ କିସ୍ତି ଟଙ୍କା ରିଲିଜ ହେବାର ଛଅ ଦିନ ପରେ ମଧ୍ୟ ଯଦି ଏଯାଏଁ ଆପଣମାନେ ଟଙ୍କା ପାଇ ନାହାଁନ୍ତି, ତେବେ ତୁରନ୍ତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ହେଲ୍ପଲାଇନ (PM Kisan Samman Nidhi Helpline Number) ନମ୍ବର ସହିତ ଯୋଗାଯୋଗ ହିଁ କରିବା ଉଚିତ୍ ।

ଉଲ୍ଲେଖନୀୟ କଥା ହେଉଛି କି, କେନ୍ଦ୍ର ସରକାର (central government)ଦେଶରେ ୧୦.୦୯ କୋଟିରୁ ଅଧିକ ଚାଷୀମାନଙ୍କୁ ୨୦,୯୦୦ ରୁ ଅଧିକ ଟଙ୍କା ହସ୍ତାନ୍ତର କରିଛନ୍ତି । ପିଏମ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana) ଅନୁଯାୟୀ, ହିତାଧିକାରୀ କୃଷକଙ୍କ ପରିବାରକୁ ପ୍ରତିବର୍ଷ ୬,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ, ଯାହାକି ୨,୦୦୦ ସମାନ କିସ୍ତିରେ ଦିଆଯାଇ ଥାଏ ।

ପିଏମ କିସାନ ସମ୍ମାନ ନିଧି ହେଲ୍ପଲାଇନ ନମ୍ବର, ଜାଣନ୍ତୁ...

(PM Kisan Samman Nidhi Helpline Number)

ପିଏମ୍ କିସାନ ଟୋଲ ଫ୍ରି ନମ୍ବର: ୧୮୦୦୧୧୫୫୨୬୬
ପିଏମ କିସାନ୍ ହେଲ୍ପଲାଇନ ନମ୍ବର: ୧୫୫୨୬୧
ପିଏମ କିସାନ୍ ଲ୍ୟାଣ୍ଡଲାଇନ ସଂଖ୍ୟା: ୦୧୧-୨୩୩୮୧୦୯୨, ୨୩୩୮୨୪୦୧
ପିଏମ କିସାନର ନୂଆ ହେଲ୍ପଲାଇନ: ୦୧୧-୨୪୩୦୦୬୦୬
ପିଏମ କିସାନର ଆଉ ଏକ ହେଲ୍ପଲାଇନ ଅଛି: ୦୧୨୦-୬୦୨୫୧୦୯
ଇ-ମେଲ୍ ID: pmkisan-ict@gov.in

ପ୍ରକାଶ ଥାଉ ଯେ, ଧ୍ଯାନରେ ରଖନ୍ତୁ କି, ଯଦି ଏଯାଏଁ ପାଇନାହାଁନ୍ତି ଦଶମ କିସ୍ତି ଟଙ୍କା, ତାହାଲେ ଏମିତି ହିଁ ଯାଞ୍ଚ କରନ୍ତୁ ।

PM Kisan: ଯଦି ଏଯାବତ ପାଇନାହାଁନ୍ତି ଦଶମ କିସ୍ତି ଟଙ୍କା, ତାହାଲେ ଏମିତି କରନ୍ତୁ ଯାଞ୍ଚ

PM Kisan: ନୂଆ ବର୍ଷରେ ଚାଷୀଙ୍କୁ ମୋଦିଙ୍କ ଭେଟି, ୧୦ କୋଟି ଚାଷୀଙ୍କ ଖାତାକୁ ଗଲା ୨୦ କୋଟି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)