1. ଉଦ୍ୟାନ କୃଷି

ଓଜନ ବଢିବାରୁ ଚିନ୍ତିତ ଅଛନ୍ତି କି????

ଆଜିକାଲି ପିଢ଼ି ଖାଦ୍ୟ ଲାଳସରୁ ବର୍ତି ପାରୁନାହାଁନ୍ତିଏବଂ ତା ଉପରେ ଦାଉ ସାଧିଛି କୁତ୍ରିମତା ର ସାଜ ଶଯ୍ୟା , ଫାଷ୍ଟ ଫୁଡ୍ ର ନୂତନ ଢାଞ୍ଚା, ଜଂକ୍ ଫୁଡ୍ ଓ ମସଲା ଖାଦ୍ୟ।ଏହା ବ୍ୟତୀତ ଜଞ୍ଜାଳ ପୂର୍ଣ୍ଣ ଜୀବନରେ ବ୍ୟାୟାମ କରିବାର ସମୟ ର ମଧ୍ୟ ଘୋର ଅଭାବ। ନିୟମିତ ଏପରି ଆହାର ହେତୁ ଓଜନ ବଢିବ ସ୍ଵାଭାବିକ।ତେବେ ଏହି ସମସ୍ୟା ରୁ ରକ୍ଷା ପାଇବା ଲାଗି ଆପନାନ୍ତୁ ଏହି ଉପାୟ

KJ Staff

-ଖାଦ୍ୟ ବିଶେଷଜ୍ଞ ଙ୍କ ଅନୁସାରେ ରେଷ୍ଟୁରାଣ୍ଟ ଖାଦ୍ୟ ସପ୍ତାହ କୁ ଥରେ ଖାନ୍ତୁ,ପରେ ଏହାର ମାତ୍ରା ହ୍ରାସ କରାଇ ମାସକୁ ଥରେ କରନ୍ତୁ ।ଦୈନିକ ନିଜ ଖାଦ୍ୟପାନୀୟରେ କେତେକ ପରିବର୍ତ୍ତନ ଆଣି ଏକ ସୁସ୍ଥ ଜୀବନଶୈଳୀ ଅତିବାହିତ କରିପାରିବେ।

- ଅଁଳା, ଦୈନିକ ସକାଳବେଳା ଗୋଟିଏ ଅଁଳା ଖାଆନ୍ତୁ। ଏହା ତ୍ୱଚା,କେଶ ପାଇଁ ମହୌଷଧୀ ହୋଇଥିଲାବେଳେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।ଅଁଳା ରସ,ଫଳ କିମ୍ବା ଗୁଣ୍ଡ ଖାଇବା ଦ୍ବାରା ବ୍ୟକ୍ତିର ପାଚନ କ୍ଷମତା ଭଲ ହୋଇଥାଏ।ଅଁଳା ୧ ମାସ ପିଇବା ଫଳ ଜାଣିପାରିବେ ବୋଲି ବିଶେଷଙ୍କ ମତ।

-ଜିରା ବତୁରା ପାଣି ମଧ୍ୟ ଓଜନ କମ କରିଥାଏ।ବିଶେଷଜ୍ଞ ଦଳ ଏଇ ପରାମର୍ଶ କୁ ବାରମ୍ବାର ଦେବା ସହ ସଂଖ୍ୟାଧିକ ଲୋକ ଏହି ଉପାୟ ଅବଲମ୍ବନ କରି ସଫଳ ହୋଇଛନ୍ତି ।ଅଳ୍ପ କ୍ୟାଲୋରିଯୁକ୍ତ ଜିରା ପାଣି ସକଲବେଳା ହିଁ ପିଇବା ଉଚିତ୍।

-ମେଥି ଦାନାକୁ ବିଭିନ୍ନ ତରିକାରେ ବ୍ୟବହାର କରିବା ସହ ପାଣିରେ ଭିଯାଇ ମଧ୍ୟ ଖାଇହେବ।ଏହା ଉତ୍ତମ କେଶ ବୃଦ୍ଧି ସହ ଶରୀରରେ ମେଦ ହ୍ରାସ କରିବାରେ ଖୁବ୍ ସହାୟକ ହୋଇଥାଏ।

- ଆୟୁର୍ବେଦିକ ତ୍ରିଫଳା ଗୁଣ୍ଡ କୁ ମହୌଷଧୀ ଭାବେ ଗ୍ରହଣ କରାଯାଏ। ଦୈନିକ ସକାଳେ ନଖ ଉଷୁମ ପାଣିରେ ଏହି ଗୁଣ୍ଡ ୧ ଚାମଚ ଗ୍ରହଣ କରିବା ଦ୍ୱାରା ଶୀଘ୍ର ଓଜନ ହ୍ରାସ ହୁଏ।

ଏହି ଉପାୟ କୁ ପ୍ରୟୋଗ କରି ଅପାଙ୍କର ମତାମତ କୋମେନ୍ଟ ବକ୍ସ ରେ ଦିଅନ୍ତୁ ..

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments