ତୈଳ ଯୁକ୍ତ ପଦାର୍ଥ ର ଚାହିଦା କୁ ପୁରଣ କରିବା ବ୍ୟତୀତ ଆଇ.ପି.ଓ.ଏଲ କୃଷି ଅର୍ଥଶାସ୍ତ୍ର କୁ ସୁଦୃଢ କରିବାରେ ମଧ୍ୟ ସମର୍ଥ |

Monday, 26 November 2018 04:28 PM

ପେଟ୍ରୋଲିଅମ ଭାରତ ର ଏକ ମହତ୍ଵପୁର୍ଣ ବ୍ୟବସାୟୀ ଏବଂ ଲୁବଋକାଣ୍ଟ ଓ ଗ୍ୟାସ ଏହାର ଏକ ଗୁରୁତ୍ୱପୂର୍ଣ ବିଭାଗ |ଭାରତ ରେ ଏହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଅନୁମାନ କରାଯାଉଛି ଯେ ଏହାର ଦର ୨୦୨୨ ସୁଦ୍ଧା ୯୬୦ କୋଟି ଯାହାଏ ପହଞ୍ଚିବ|ଏହି ଅବସରରେ ଭାରତ ର ଏକ ବୃହତ ଲୁବଋକାଣ୍ଟ କମ୍ପାନୀ ଗି.ପି.ପେଟ୍ରୋଲିଅମ ଲିମିଟେଡ଼ ସହ କୃଷି ଜାଗରଣ ର ଏକ ବାର୍ତ୍ତା|

କୃଷି ଜାଗରଣ :ଆପନଙ୍କ କମ୍ପାନୀ ଓ ଗି.ପି.ଗ୍ଲୋବାଲ ଗ୍ରୁପ ବିଷୟରେ କିଛି କୁହନ୍ତୁ ?

ସି.ଇ.ଓ :ଆମର ମୁଖ୍ୟ ବିଭାଗୀୟ ଅଫିସ ୟୁ.ଏ.ଇ. ଠାରେ ଅବସ୍ଥିତ ୱେବନଂ ଆମେ ଏକ ଲିସ୍ଟେଡ଼ କମ୍ପାନୀ |ମୁଖ୍ୟତ ଆମେ ଲିୟୁବ ଓ ଗ୍ରୀସ ତିଆରି କରୁ ଏବଂ ଦେଶ ବିଦେଶରେ ବିକ୍ରି କରିଥାଉ |ଭାରତ ରେ ଏହା ଆଇ.ପି.ଓ.ଏଲ ବ୍ରାଣ୍ଡ ନାମରେ ବିକ୍ରି ହୁଏ |ଆମେ ବର୍ଷକୁ ୮୦,୦୦୦ କିଲି ଲିଟର ର ଗ୍ରୀସ ଓ ଲୁବଋକାଣ୍ଟ ତିଆରି ଏବଂ ମାର୍କେଟ କରୁ |ଆମର ମୂଳ ଲକ୍ଷ ଥାଏ ଦେଶ ବାସୀଙ୍କୁ ଉତ୍ତମ କ୍ୱାଲିଟି ର ଉତ୍ପାଦନ ନିକରି କରିବା |ମେସିନ ବା ଯନ୍ତ୍ର ର ଅବଶ୍ୟକତା ଅନୁଯାୟୀ ଆମେ ବିଭିନ୍ନ ପ୍ରକାର ଗ୍ରୀସ ବା ଲୁବଋକାଣ୍ଟ ତିଆରି କରୁ |ଆମେ ସମ୍ପୂର୍ଣ ଭାବେ ମେକ ଇନ ଇଣ୍ଡିଆ କୁ ସମର୍ଥ ଜଣାଇ ଭାରତ ରେ ଥିବା କାରଖାନା ଦ୍ୱାରା ଲୁବଋକାଣ୍ଟ ନିର୍ମାଣ କରିବାର ପ୍ରୟାସ କରୁଚୁ |ସେହିପରି ଆମେ ଦେଶ ବିଦେଶ ରେ ମଧ୍ୟ କାର୍ଯ୍ୟରତ |

କୃଷି ଜାଗରଣ :ଆପଣଙ୍କ ଉତ୍ପାଦନ ଓ ତାହାର ବ୍ୟବହାର କଣ ?

ସି.ଇ.ଓ :୨ ଚକିଆ ଜଣ ରୁ ଆରମ୍ଭ କରି ବସ,ଟ୍ରକ ପର୍ଯ୍ୟନ୍ତ ସମସ୍ତ ବ୍ୟାପାରିକ ଯାନ ଗାଡି କୁ ଲକ୍ଷ କରି ଆମେ ବିଭିନ୍ନ ଗ୍ରୀସ ଓ ଲୁବଋକାଣ୍ଟ ପ୍ରସୂତ କରୁ |ଆମେ ସର୍ବଦା ଚେଷ୍ଟା କରୁ ଆମର ଗ୍ରାହକ ମାନଙ୍କୁ ତାଙ୍କର ଚାହିଦା ହିସାବରେ ବିଭିନ୍ନ କିସମ ଓ ପ୍ରକାର ର ଲୁବଋକାଣ୍ଟ ଭେଟିଦେବାକୁ|ମୁଖ୍ୟତ ଆମେ ୨ ଚକିଆ ଯାନ ଲାଗି ଯାନ ପ୍ରସ୍ତୁତ କରୁ ଏବଂ ଟ୍ରାକଟର ପରି ଯାନ ଲାଗି ଗ୍ରୀସ ଓ ଗିୟର ତେଲ ନିର୍ମାଣ କରୁ |ସେହିପରି ବଡ କାରଖାନା ଯେମିତିକି ଚିନି କଳ ତାଙ୍କ ଲାଗି ମଧ୍ୟ ଗ୍ରୀସ ତିଆରି କରିଥାଉ |

କୃଷି ଜାଗରଣ :ଆପଣଙ୍କ କମ୍ପାନୀ ର ମୂଳ ଲକ୍ଷ କଣ ?

ସି.ଇ.ଓ :ଆମେ ସର୍ବଦା ଚେଷ୍ଟା କରୁ ଯାନ କମ୍ପାନୀ ହିସାବରେ ବଜାର ଏବଂ ଗ୍ରାହକ ମାନଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ଥାନ ରେ ରହିବାକୁ |ଆମେ ଚାହୁଁ ଗ୍ରାହକ ଯେମିତି ଯାନ କିଣିଲା ବେଇଲା ପ୍ରଥମେ ଆଇ.ପି.ଓ.ଏଲ. କମ୍ପାନୀ କଥା ମନରେ ଆଣୁ|ତେଣୁ ଆମେ ୩ ଟି ଦିଗ ରେ କାମ କରିଥାଉ |ପ୍ରଥମେ ଆମେ ଦେଶ ବିଦେଶ ରେ ଯାନ ତିଆରି କରି ବିକ୍ରି କରୁ ,ଦ୍ୱିତୀୟ ରେ ଆମେ ସବୁ ପ୍ରକାର ଯନ୍ତ୍ର ବା ମେସିନ କୁ ଲକ୍ଷ କରି ଏହାର ନିର୍ମାଣ କରୁ ଏବଂ ଶେଷରେ ଆମେ ସର୍ବଦା ଗ୍ରାହକ ଙ୍କ ଚାହିଦା ଅନୁଯାୟୀ ନିଜ ମଧ୍ୟରେ ପରିବର୍ତ୍ତନ ଆଣିଥାଉ ଏବଂ ସର୍ବୋଚ୍ଚ ସ୍ଥାନ ରେ ରହିବାର ପ୍ରୟାସ କରିଥାଉ |

କୃଷି ଜାଗରଣ :ଆପଣଙ୍କ ଅନୁସାରେ ଏହି ଉତ୍ପାଦାନ ଚାଷୀଙ୍କ ଲାଗି କେମିତି ସହାୟକ ହୋଇପାରିବ ?

ସି .ଇ.ଓ.:ଦେଖନ୍ତୁ ଆମ କମ୍ପାନୀ ଉଚ୍ଚ ପ୍ରଦ୍ୟୋଗ ଓ ନିର୍ମାଣ ରେ ବିଶ୍ୱାସ ରଖେ |ଆମେ ହିସାର ର କୃଷି ଦର୍ଶନ ମେଳା ରେ ଆଗରୁ ମଧ୍ୟ ଖୁବ ବଡ ଧାରଣ ରେ ଭାଗ ନେଇଥିଲୁ ତେଣୁ ଆମ ଗାଁ ଗହଳି ରେ ପହଂଚିବାର ବହୁ ପ୍ରୟାସ କରୁଚୁ |ପୁରୁଣା ଟ୍ରାକଟର ଲାଗି ୨୦ w -୪୦ ଓ ନୂତନ ଧାରଣ ର ଟ୍ରାକଟର ଲାଗି ୧୫ w -୪୦ ପରି ଉତ୍ପାଦକ ମଧ୍ୟ ରଖିଛୁ |ଏହା ବ୍ୟତୀତ utto ନାମକ ଏକ ବଜାର ରେ ଆମେ ଟ୍ରାକଟର ଲାଗି ଉତ୍ତମ ଗୁଣ ଓ ଦୀର୍ଖସ୍ଥାୟୀ ଗିୟର ତେଲ ମଧ୍ୟ ବିକ୍ରି କରୁ |

କୃଷି ଜାଗରଣ :କେଉଁ ରାଜ୍ୟ ବା ସ୍ଥାନ ରୁ ଆପଣଙ୍କ ଗ୍ରାହକ ଅଧିକ ଅଛନ୍ତି ?

ସି.ଇ.ଓ.:ଆମେ ଉଭୟ ଦକ୍ଷିଣ ଓ ଉତ୍ତର ଭାରତ ରେ କାମ କରୁଛୁ |ତେବେ ଉତ୍ତର ରେ କୃଷି ଭିତିକ କାରଖାନା ଓ ଦକ୍ଷିଣ ରେ ଯାନ୍ତ୍ରିକ ଓ ଯାନ ବହନ କାରଖାନ ରୁ ଆମଦାନୀ ଅଧିକ ଆସୁଛି | କୃଷି ଜାଗରଣ : ଆପଣଙ୍କ ରଫ୍ତାନି ବିଷୟରେ କିଛି କୁହନ୍ତୁ ? ସି.ଇ.ଓ.:ଗତ କିଛି ବର୍ଷ ରୁ ଆମେ ଦେଶ ବିଦେଶରେ କାର୍ଯ୍ୟରତ |ତେବେ ଭାରତ ରେ ବିଶେଷ କରି ରବର ପ୍ରୋସେସ ତେଲ ବିକ୍ରି କରୁଛୁ ଏବଂ ଲୁବଋକାଣ୍ଟ ର ବିକ୍ରି ଏଠାରେ କମ | ଏହା ବ୍ୟତୀତ ଆମେ ନେପାଲ ,ଶ୍ରୀ ଲଙ୍କା ,ଦକ୍ଷିଣ ପୂର୍ବ ଆଫ୍ରିକୀୟ ଦେଶ ରେ ମଧ୍ୟ ଉତ୍ପାଦକ ରଫ୍ତାନି କରୁଛୁ |

କୃଷି ଜାଗରଣ :ଆଇ.ପି.ଓ .ଏଲ. ର ବିଶେଷ ଭାବରେ ବ୍ୟବହାର କଣ ?ଏହା ଅନ୍ୟ ତୈଳ କମ୍ପାନୀ ଠାରୁ କିପରି ଭିନ୍ନ ?

ସି.ଇ.ଓ.:ଆମେ ବହୁ ପ୍ରକାର ଯାନ ଓ ଯନ୍ତ୍ର ଲାଗି ଲୁବଋକାଣ୍ଟ ତଥା ଅନ୍ୟ ଜରୁରୀ ତୈଳ ଯୁକ୍ତ ପଦାର୍ଥ ର ନିର୍ମାଣ କରୁ |ତେଣୁ ଏହା ସ୍ୱୟଂ ଏକ ଭିନ୍ନ ଉଦ୍ୟୋଗ ଏବଂ ପି.ଏସ.ୟୁ ପରେ ରବର ଓ ତେଲ ର ସବୁଠାରୁ ବଡ ଉତ୍ପାଦକ ମଧ୍ୟ ଏହା ବ୍ୟତୀତ ଆମେ ନୂତନ ଟେକ୍ନୋଲୋଜି ରେ କାର୍ଯ୍ୟ କରୁ ଏବଂ ଭାରତ ଆମେ ସମସ୍ତ ସହର ଓ ଗାଁ ଗହଳି ରେ ମଧ୍ୟ ସୁପରିଚିତ |

Share your comments