ଓଷଧୀୟ କ୍ଷେତ କରି କୃଷକ ହେବେ ଆତ୍ମନିର୍ଭରଶୀଳ - ଅନିଲ କୁମାର ତ୍ରିପାଠୀ

Sunday, 04 November 2018 09:02 PM

"ଓଷଧୀୟ କ୍ଷେତ ମାଧ୍ୟମରେ ମଧ୍ୟ  ଭଲ ଆମଦାନୀ କରିପାରିବେ " |

ସରକାର କୃଷକଙ୍କ ଆୟକୁ ଦୁଇ ଗୁଣ କରିବା  ଉଦେଶ୍ୟରେ ଆଜି ପରମ୍ପରାଗତ କ୍ଷେତ ସହିତ ଓଷଧୀୟ କ୍ଷେତକୁ ପ୍ରଚଳନ କରି ଏହାକୁ ବଢ଼ିବାରେ କାର୍ଯ୍ୟ କରୁଛନ୍ତି |

କାମ ପାଣି ରେ ସୁଗନ୍ଧ କ୍ଷେତ ସଫଳ:

ଦେଶରେ ଵିଭାରଂଭ ଓ ବୁନ୍ଦେଲଖଣ୍ଡ  ପରି କ୍ଷେତରେ ପାଣି କମି ଏଠାରେ ଳେମାନ ଗ୍ରାସ ପରି ଫସଲ ଭଲ ଭାବରେ ବଢ଼ିବାରେ ଲାଗିଛି |ଏହାକୁ ଥରେ ଲଗାଇଲେ  ପରେ ବହୁ ଥର ଫସଲ ଦେଇଥାଏ |

ତେଲ ପରେ ଚାରା ରୂପରେ ପ୍ରୟୋଗ:

ଏହି ଫସଲ ରୁ ତେଲ କାଢିଲା ପରେ ଏହାର ଅବଶେଷ କୁ ଚାରା ରୂପରେ ଉପଯୋଗ କରିହେବ |ଏହା ଏକ ଅତିରିକ୍ତ ଲାଭ ହେବ |

ଖସ କ୍ଷତ:

ତାମିଲ ନାଡୁ ରେ ଖାସ କ୍ଷତ କରିବା ପାଇଁ କାର୍ଯ୍ୟ କରାଯାଉଛି |ଅଧିକ ତୈଳ ଯୁକ୍ତ କିସମାରୀ ଉତ୍ତମ ଫାଇଦା ରହିଛି |ଭବିଷ୍ୟତରେ ଏହାର ଦାମ ମଧ୍ୟ ଭଲ ରହିବେ |

ଓଷଧୀୟ ବୃକ୍ଷ ରେ ଉତ୍ତମ ଲାଭ ପାଆନ୍ତୁ :

ସେ କହିଛନ୍ତି ଯେ ସଦବିହାରୀ ମଧ୍ୟ କମ ପାଣି ରେ ବଢ଼ିପାରିବ |ଏହା ୧ ଏକରକୁ ୨ ଲକ୍ଷ  ଟଙ୍କା ଟଙ୍କା ର ମଦନୀ ଦେଇପାରିବ |

ସେହିପରି ଅଶ୍ଵଗନ୍ଧା ର ଚାହିଦା ଆମେରିଉଚ ପରି ରାଷ୍ଟ୍ର ରେ ବଢିବାର ଲାଗିଛି କିନ୍ତୁ ଏହାକୁ ପ୍ରୋସେସିଂ କରିବା ଆବଶ୍ୟକ ତେବେ ପ୍ରାଥମିକ ପ୍ରସଂସ୍କରଣ ଯଦି କୃଷକଙ୍କ ନିକଟରେ ଉପଲବ୍ଧ  ହୁଅନ୍ତା ତେବେ ଏହାର ଖର୍ଚ୍ଚ କମ ଏବଂ ଆମଦାନୀ ଅଧିକ ବଢ଼ିଯାନ୍ତା

ଏରୋମା ମିଶନ ପ୍ରୟୋଗଶାଲା ରେ କାର୍ଯ୍ୟ କରନ୍ତୁ :

ଜାମ୍ମୁ ,ଜୋରାହଟ ଏବଂ ପଳମପୁର ପ୍ରୟୋଗଶାଲା ରେ ଉଚ୍ଚପତ୍ତନ  ଯୁକ୍ତ କ୍ଷତ କୁ ବଢ଼ାଇ ଦେବାର କାର୍ଯ୍ୟକ୍ରମ କରୁଛନ୍ତି |ଜିରେନିଅମ,ଲାଭେଣ୍ଡର ପରିକ୍ଷେତ ର ଚାହିଦା ଏବେ ଅଧିକ ବଢିଛି |

ସରକାର ବଢ଼ାଇ ପାରିବେ ଉଦ୍ୟମତା :

ସରକାର ଉଦ୍ୟମ ବଢ଼ାଇ ବା ଲାଗି ବହୁ ଉଦେଶ୍ୟ ରେ କାମ କରିଥାନ୍ତି |ଏହାଦ୍ୱାରା ଯୁବ ପିଢ଼ି ସକ୍ଷମ ଓ କୃଷକ ଲାଭବାନ ତଥା ଆତ୍ମା ନିର୍ଭରଶୀଳ ହୋଇପାରିବେ |

କେ.ବି.କେ ଜରିଆରେ ବିକାଶ :

ଏହି ବିଷୟରେ ସୂଚନା ସମ୍ପ୍ରସାରଣ କରିବାର କେ.ବି.କେ ଦ୍ୱାରା କରାଯାଇପାରିବ |ସେ କହିଛନ୍ତି ଯଦି ଆପଣ ଆଗାମୀ ଦିନରେ କେନ୍ଦ୍ର ମାଧ୍ୟମ ରେ କୃଷକ ମାନଙ୍କୁ ସୂଚନା ଦେବେ ତେବେ ସେମାନେ ନିଶ୍ଚିତ ଏଥିରେ ରୁଚି ରଖିବେ |

Share your comments