1. କୃଷି ଖବର

ଦ୍ବିତୀୟ ଦିନରେ ଉତ୍କଳ କୃଷି ମେଳା

ଦ୍ଵିତୀୟ ଦିନରେ ମଧ୍ୟ ଅନେକ କୃଷି ଜଗତ ସହିତ ଜଡିତ ଥିବା ବ୍ୟକ୍ତି ଯୋଗଦେଇଥିଲେ l ଏହି କୃଷି ମେଳାରେ ବିଭିନ୍ନ କମ୍ପାନୀର ଷ୍ଟଲ ମଧ୍ୟ ସ୍ଥାନିତ କରାଯାଇଥିଲା l

Sudesna Nayak
Sudesna Nayak
2nd day of utkal krishi mela

2nd day of utkal krishi mela

ଗତକାଲିଠାରୁ ଆରମ୍ଭ ହୋଇଥିଲା ଓଡିଶାର ବୃହତ୍ତମ କୃଷି ସମ୍ମିଳନୀ ଯାହାର ନାଁ, "ତୃତୀୟ ଉତ୍କଳ କୃଷି ମେଳା " (utkal krishi mela) । ଏହି ମେଳାରେ ମିଲେଟ କୁଇନ ଅଫ ଓଡ଼ିଶା Dr. Raimati Ghiuria,rice ମ୍ୟାନ ଅଫ ଓଡ଼ିଶା mr. sudam saho ଯୋଗ ଦେଇଥିଲେ । ଏଥିସହିତ ଏହି ମେଳାରେ ମାଗଣାରେ ସ୍ୱାସ୍ଥ୍ୟ ସେବା ମଧ୍ଯ ମିଳୁଛି ।

ଦ୍ଵିତୀୟ ଦିନରେ ମଧ୍ୟ ଅନେକ କୃଷି ଜଗତ ସହିତ ଜଡିତ ଥିବା ବ୍ୟକ୍ତି ଯୋଗଦେଇଥିଲେ l ଏହି କୃଷି ମେଳାରେ ବିଭିନ୍ନ କମ୍ପାନୀର ଷ୍ଟଲ ମଧ୍ୟ ସ୍ଥାନିତ କରାଯାଇଥିଲା l ଯାହାର ମିଡ଼ିଆ ପାଟର୍ନର ଅଛି କୃଷି ଜାଗରଣ (krishi jagran)

ଏହି କୃଷି (agriculture) ମେଳାର ମୂଳ ଉଦ୍ଦେଶ୍ୟ ହେଉଛି କୃଷି-ଉଦ୍ୟୋଗୀ, ଉତ୍ପାଦକ, ଡିଲର, ବିତରକ, ବୈଜ୍ଞାନିକ ଏବଂ କୃଷକମାନଙ୍କ ପାଇଁ ଏକ ସଭା ସ୍ଥାନ ଯୋଗାଇବା | ଯାହା ଦ୍ୱାରା ସେଠାରେ ତଥା ସମ୍ପୂର୍ଣ୍ଣ ଜିଲ୍ଲାରେ ଥିବା ଚାଷୀ ମାନେ ଉପକୃତ ହେବାକୁ ଯାଉଛନ୍ତି l

ପ୍ରକାଶ ଥାଉ ଯେ, ଏହି କୃଷି (agriculture) ମେଳା ସମସ୍ତ ପ୍ରକାର କୃଷିଗତ ସମସ୍ୟାର ନିରାକରଣ ପାଇଁ ସୁଯୋଗ ସୃଷ୍ଟି କରିବ । ଆଧୁନିକ ଜ୍ଞାନ କୌଶଳରେ କିପରି କୃଷିର ଅଭିବୃଦ୍ଧି ହୋଇପାରିବ ଏ ନେଇ ବିଶେଷ ଆଲୋଚନା କରାଯିବ । ଗତବର୍ଷ ଏହି ମେଳା ଅନେକ ସଫଳତା ହାସଲ କରିଥିଲା ଆଶା ଏ ବର୍ଷ ମଧ୍ୟ ଏହା ସଫଳ ହେବ l

ଆରମ୍ଭ ହେଲା ତୃତୀୟ ଉତ୍କଳ କୃଷି ମେଳା

ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ