1. କୃଷି ଖବର

୧୮ ବର୍ଷ ଝିଅକୁ ୭୮ ବର୍ଷ ବୃଦ୍ଧଙ୍କ ସହ ହେଲା ପ୍ରେମ, କଲେ ବିବାହ

ସାମ୍ନାକୁ ଆସିଲା ଏକ ଆଶ୍ଟର୍ଯ୍ଯଜନକ କଥା । 18 ବର୍ଷ ଝିଅକୁ ହେଲା ନିଜ ଠୁ 60 ବର୍ଷ ବଡ ବ୍ୟକ୍ତିଙ୍କ ସହ ପ୍ରେମ ଏବଂ ପରେ କଲେ ବିବାହ ।

Sudesna Nayak
Sudesna Nayak
78 year old farmer rashed marries 18 year old bride halima

78 year old farmer rashed marries 18 year old bride halima

ସାମ୍ନାକୁ ଆସିଲା ଏକ ଆଶ୍ଟର୍ଯ୍ଯଜନକ ଘଟଣା । 18 ବର୍ଷ ଝିଅକୁ ହେଲା ନିଜ ଠୁ 60 ବର୍ଷ ବଡ ବ୍ୟକ୍ତିଙ୍କ ସହ ପ୍ରେମ ଏବଂ ପରେ କଲେ ବିବାହ ।

ସୂଚନା ଅନୁୟାୟୀ ହିଁ, 78 ବର୍ଷୀୟ ଚାଷୀ ( farmer)ରଶଦ (rashed) ମୈଗାକୋପଙ୍କ ବିବାହ 18 ବର୍ଷୀୟା ହଲିମା (halima)ଅବଦୁଲ୍ଲାଙ୍କ ସହ ମୁସଲିମ୍ ରୀତିନୀତିରେ ହିଁ ସମ୍ପନ୍ନ ହୋଇଛି । ୩ ବର୍ଷ ତଳେ ଦୁହିଁଙ୍କର ଏକ ଡିନର ପାର୍ଟିରେ ଭେଟ ହୋଇଥିଲା ।

18 ବର୍ଷ ଝିଅକୁ 78 ବର୍ଷ ବୃଦ୍ଧଙ୍କ ସହ ହେଲା । ପ୍ରେମ 3 ବର୍ଷ ସମ୍ପର୍କରେ ରହିବା ପରେ ବିବାହ କଲେ ଦୁହେଁ । ସବୁଠୁ ବଡ କଥା ହେଲା ଯେ ଏହି ସମ୍ପର୍କକୁ ନେଇ ଦୁଇ ଜଣଙ୍କ ପରିବାରର ସହମତି ପ୍ରକାଶ କରିଛନ୍ତି ।

ପ୍ରକାଶ ଥାଉ ଯେ, ରଶଦ (rashed)ଙ୍କ ଜଣେ ସମ୍ପର୍କୀଙ୍କ କହିବା ଅନୁସାରେ ହିଁ, ରଶଦ (rashed)ଙ୍କ ଏହା ପ୍ରଥମ ବିବାହ । ହଲିମା (halima)ଙ୍କର ମଧ୍ୟ ଏହା ପ୍ରଥମ ଭଲପାଇବା ଏବଂ ବିବାହ । ଦୁହିଁଙ୍କ ପରିବାର ଲୋକଙ୍କ ସହମତି ପରେ ଦୁହେଁ ମୁସ୍ଲିମ ରୀତିନୀତିରେ ହିଁ ବିବାହ କରିଛନ୍ତି ।

ମଧୁମେହ ରୋଗୀଙ୍କ ପାଇଁ ରାମବାଣ କାକୁଡି

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା : ୟେଲୋ ୱାର୍ଣ୍ଣିଂ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ