News

7th pay commission:କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର,62 ଲକ୍ଷ ପେନସନଧାରୀ ହେବେ ଉପକୃତ

କେନ୍ଦ୍ର ସରକାର ଗତ ମାସରେ କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ DA ବୃଦ୍ଧି କରିଥିଲେ । ସରକାର 4 ପ୍ରତିଶତ DA ବୃଦ୍ଧି କରିବା ପରେ ଏହା 38 ପ୍ରତିଶତରେ ପହଞ୍ଚିଛି ।

08 October, 2022 12:41 PM IST By: Sudesna Nayak

କେନ୍ଦ୍ର ସରକାର (central government) ଗତ ମାସରେ କେନ୍ଦ୍ରୀୟ କର୍ମଚାରୀ (Central Government Employees)ମାନଙ୍କ ପାଇଁ DA ବୃଦ୍ଧି କରିଥିଲେ । ସରକାର 4 ପ୍ରତିଶତ DA ବୃଦ୍ଧି କରିବା ପରେ ଏହା 38 ପ୍ରତିଶତରେ ପହଞ୍ଚିଛି ।

କହିବାକୁ ଗଲେ, ସରକାରୀ କର୍ମଚାରୀ (Central Government Employees)ଙ୍କୁ ୧୮ ମାସର ଡିଏ (da arear)କୁ ନେଇ ଶୀଘ୍ର ଘୋଷଣା ହୋଇପାରେ । ସରକାର ଦୀପାବଳି (diwali) ପରେ da arear ନେଇ ନିଷ୍ପତ୍ତି ନେଇପାରନ୍ତି । ସରକାରଙ୍କ ତରଫରୁ ଏନେଇ କୌଣସି ଆଧିକାରିକ ଘୋଷଣା ହୋଇ ନାହିଁ ।

କେନ୍ଦ୍ରୀୟ କର୍ମଚାରୀ (Central Government Employees)ମାନଙ୍କୁ ଶୀଘ୍ର ମିଳିପାରେ ଖୁସି ଖବର (GOOD NEWS)। da arear ନେଇ ଶୀଘ୍ର ବଡ ଘୋଷଣା ଆସିବ । ସରକାରଙ୍କ ଏହି ପଦକ୍ଷେପରେ 50 ଲକ୍ଷ କେନ୍ଦ୍ରୀୟ କର୍ମଚାରୀ (Central Government Employees)ଏବଂ 62 ଲକ୍ଷ ପେନସନଧାରୀ (pensioner)ଉପକୃତ ହେବେ । ଏହା ଜୁଲାଇ ମାସରୁ ହିଁ ଲାଗୁ ହେବ ।

ପ୍ରକାଶ ଥାଉ ଯେ, ଦେଶରେ ବର୍ତ୍ତମାନ କରୋନାର ପ୍ରଭାବ କମୁଥିବା ବେଳେ ସରକାର 4 ପ୍ରତିଶତର ଡିଏ (da) ବୃଦ୍ଧି କରିଥିଲେ । ତେଣୁ ଶୀଘ୍ର ଏହି (da) ମିଳିବା ନେଇ ହିଁ ଆଶା କରାଯାଉଛି ।

7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଗୁଡ ନ୍ୟୁଜ, ଜାଣନ୍ତୁ କ'ଣ...

ଏହି ମାସରେ କେତେ ଆସିବ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା; ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)