1. କୃଷି ଖବର

7th Pay Commission Fitment Factor update:ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ସହ ଦରମା ବୃଦ୍ଧି!

କର୍ମଚାରୀଙ୍କୁ ନେଇ ଆସିଲା ବଡ ଖୁସି ଖବର । କେନ୍ଦ୍ର କର୍ମଚାରୀମାନଙ୍କୁ ଜଲଦୀ ମିଳିପାରେ ଉପହାର ।

Sudesna Nayak
Sudesna Nayak
7th Pay Commission Fitment Factor update: Minimum wages likely to be raised

7th Pay Commission Fitment Factor update: Minimum wages likely to be raised

କର୍ମଚାରୀଙ୍କୁ ନେଇ ଆସିଲା ବଡ ଖୁସି ଖବର (Good News)। କେନ୍ଦ୍ର କର୍ମଚାରୀମାନଙ୍କୁ (Central Government Employees) ଜଲଦୀ ମିଳିପାରେ ଉପହାର ।

ସୂଚନା ଅନୁଯାୟୀ, ଶୁଣିବାକୁ ମିଳୁଛି ଯେ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରିପାରନ୍ତି ନହେଲେ, ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି (Fitment Factor Hikes)କୁ ନେଇ ଏକ ବଡ଼ ଘୋଷଣା କରିପାରନ୍ତି ବୋଲି ସମ୍ଭାବନା ରହିଛି । ଯଦି ଏମିତି ହୁଏ ତେବେ ସେମାନଙ୍କ ବେତନରେ ବୃଦ୍ଧି (Salary Hike)ଘଟିବ ।

ମହଙ୍ଗା ଭତ୍ତା (Dearness Allowance)ସହିତ କେନ୍ଦ୍ର କର୍ମଚାରୀ (Central Government Employees)ମାନେ ବହୁ ଦିନ ଧରି ହିଁ ଦାବି କରିଆସୁଛନ୍ତି ଯେ ସେମାନଙ୍କ ଫିଟମେଣ୍ଟ ଫ୍ୟାକ୍ଟର (Fitment Factor)କୁ ମଧ୍ୟ ବୃଦ୍ଧି କରାଯାଉ । ଏବେ ଏହା 2.57 ପ୍ରତିଶତ ରହିଛି, ଯାହାକୁ 3.68 ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରାଯାଉଛି ।

ଯଦି ଫିଟମେଣ୍ଟ ଫ୍ୟାକ୍ଟର (Fitment Factor)କୁ ମଧ୍ୟ ବୃଦ୍ଧି ହୁଏ, ତେବେ ତେବେ (Basic Salary) 1800 ରୁ 2600କୁ ବୃଦ୍ଧି ପାଇବ ।

କର୍ମଚାରୀ (Employees)ଙ୍କ ବେତନରେ ଫିଟମେଣ୍ଟ ଫ୍ୟାକ୍ଟର୍ (Fitment Factor) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଭାବରେ ମନେ କରାଯାଏ ।

ପ୍ରକାଶ ଥାଉ ଯେ, ସରକାର ଚଳିତ ବର୍ଷ ମାର୍ଚ୍ଚ (MARCH)ରେ କର୍ମଚାରୀମାନଙ୍କ (Employees) DA କୁ 3 ପ୍ରତିଶତ ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ DA 31 ପ୍ରତିଶତରୁ 34 ପ୍ରତିଶତକୁ ବୃଦ୍ଧି ପାଇଛି ।

7th pay commission: ଖୁସିଖବର; ସରକାରୀ କର୍ମଚାରୀଙ୍କୁ ମିଳିବ ୨୦% ବକେୟା ଦେୟ

7th Pay Commission:ଗୁଡ ନ୍ୟୁଜ, କେନ୍ଦ୍ରୀୟ କର୍ମଚାରୀଙ୍କ DAରେ ୧୪% ବୃଦ୍ଧି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments