ଗତ ଗୁରୁବାର ଅପରାହ୍ନ ରେ ଏକ ସ୍କୋର୍ପିଓ ବହୁଳ ମାତ୍ର ର ଆର.ଡି. ଏକ୍ସ ସହ ଆସି ଏକ ସି .ଆର .ପି.ଏଫ ଜୱାନ ମାନଙ୍କ ଗାଡି ରେ ଧକ୍କା ହୋଇଥିବାରୁ ୪୪ ଜଣ ଜୱାନ ସହିଦ ହୋଇଥିଲେ |ଏହା ଏହି ଶତାବ୍ଦୀ ର ସବୁଠାରୁ ଭୟଙ୍କର ଆତଙ୍କ ର ଖେଳ ହୋଇଥିଲା ବେଳେ ଏବେ ମଧ୍ୟ ସେହି ଆତଙ୍କ ର ପ୍ରଭାବ ରୁ ଉଭୁରି ନାହିଁ ଫୁଲୱାମା |
ଏପରି ପରିସ୍ଥିତି ରେ ପୁଣି ଥରେ କ୍ଷତାକ୍ତ ହୋଇଛି ଫୁଲୱାନା |ଠିକ ତାର ୪ ଦିନ ପରେ ଗତ କାଲି ରବିବାର ଦିନ ଏକ ମଧ୍ୟରାତ୍ରି ରେ ଆହୁରି ୪ ଜଣ ଜୱାନ ଏକ ଏନ୍କାଉଣ୍ଟର ରେ ସହିଦ ହୋଇଛନ୍ତି |
ଶୁକ୍ରବାର ଠାରୁ ସେଠାରେ କରଫୁ ଲାଗୁ ହୋଇଥିଲା ବେଳେ ସି.ଏ ଏଇ .ଟି ତରଫରୁ ସୋମବାର ଦିନ ସର୍ବଭାରତୀୟ ବନ୍ଦ ଡାକରା ଦିଆଯାଇଛି |
ପରିସ୍ଥିତି ଏବେ ମଧ୍ୟ ଶୋକପୂର୍ଣ ଥିଲା ବେଳେ ହାରାହାରି ୧୦୦୦ ଲୋକନାକୁ ସ୍ଥାନୀୟ ମଦରାସା ଏବଂ ମସଜିଦ ରେ ଆଶ୍ରୟ ଦିଆଯାଇଛି |
ଘାଜି ନାମକ ଏକ ଆତଙ୍କବାଦୀ ଏହାର ମାଷ୍ଟ୍ର ମାଇଣ୍ଡ ହେବାର ଜଣାଯାଇଛି |
ପୁଲୱାନା ଆଟାକ୍ କେମିତି ଓ କେବେ ହେଇଥିଲା ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ
Share your comments