1. କୃଷି ଖବର

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ଆହାର ଯୋଜନା

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ଏହାର ଯୋଜନା

KJ Staff
KJ Staff

"ସହରରେ ସୁଲଭ ଭୋଜନ ,ଆନନ୍ଦ ସଭିଙ୍କ ମନ..."


ଓଡ଼ିଶା ରେ ଚାଲିଥିବା ବିଭିନ୍ନ ଯୋଜନା ଭିତରେ ଏବେ ଆରମ୍ଭ ହେବାକୁ ଯାଉଛି ଆଉ ଏକ ଅଭିଯାନ !! "ଆହାର"।
ରାଜ୍ୟର ର ୧୭ ଟି ଜିଲ୍ଲା ରେ ଥିବା ୩୮ ଟି ସହରାଞ୍ଚଳ ପାଇଁ ୩୮ ଟି ନୂତନ ଆହାର କେନ୍ଦ୍ର ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଲୋକାର୍ପଣ ହେବାକୁ ଯାଉଛି ।ସଚିବାଳୟ ରେ ଫେବୃଆରୀ ୧୧ ଦିବା ୧୧ ଟା ରେ ଏହି କାର୍ଯ୍ୟ ସମ୍ପନ୍ନ ହେବାକୁ ଯାଉଛି ।

ଜାଣନ୍ତୁ ଏହାର ବିଶେଷତ୍ଵ..


-
୧ ଏପ୍ରିଲ୍ ୨୦୧୫ ରେ ଆରମ୍ଭ
- ୧୫୭ ଟି ଆହାର କେନ୍ଦ୍ରରେ ଦୈନିକ ୧ ଲକ୍ଷ୍ୟ ଭୋଜନ ଦିଆଯାଉଛି।
- ୩୦ ଟି ଜିଲ୍ଲାରେ ସମସ୍ତ ୧୧୪ ଟି ସହରାଞ୍ଚଳ ରେ ସ୍ଥାପିତ
- ଆହାର କେନ୍ଦ୍ର ଗୁଡ଼ିକ ବସ୍ ଷ୍ଟାଣ୍ଡ ,ରେଳ ଷ୍ଟେସନ ଏବଂ ହସ୍ପିଟାଲ୍ ନିକଟରେ ସ୍ଥାପିତ ହେବ
- ପ୍ରତିଦିନ ଦିବା ୧୧ ଟି ରୁ ୩ ଟା ପର୍ଯ୍ୟନ୍ତ (ରବିବାର ବ୍ୟତୀତ ) ଖୋଲା ରହିବ ଏହି କେନ୍ଦ୍ର 

- ରାତ୍ରି ଆହାର


୩୧ ଡିସେମ୍ବର ,୨୦୧୮ ଠାରୁ ଜିଲ୍ଲା ସଦର ମହକୁମା ,ଉପ - ଖଣ୍ଡ ହସ୍ପିଟାଲ୍ ଇତ୍ୟାଦି ପ୍ରମୁଖ ସ୍ଥାନ ନିକଟରେ ଥିବା ୫୬ ଟି ଆହାର କେନ୍ଦ୍ରରେ ରାତିରେ ପରିବେଷଣ କରାଯାଉଛି ଦୈନିକ ୧୫୦୦୦ ରୁ ଅଧିକ ଭୋଜନ
- ମିଳୁଛି ୭.୨ କୋଟିରୁ ଅଧିକ ଭୋଜନ ,ଲୋକ ହେଉଛନ୍ତି ଉପକୃତ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments