1. କୃଷି ଖବର

ଶେଷ ନିଶ୍ୱାସ ନେଲେ ଅରୁନ ଜେଟଲୀ :

ଶେଷ ନିଶ୍ୱାସ ନେଲେ ଅରୁନ ଜେଟଲୀ :

KJ Staff
KJ Staff

ଅଗଷ୍ଟ ୯ ରେ ଅରୁନ ଜେଟଲୀ ଏମ୍ସ ରେ ଆଡମିଟ ହୋଇଥିଲାବେଳେ ଆଜି ଦେହ ତ୍ୟାଗ କରିଛନ୍ତି |୬୬ ବର୍ଷର ଅରୁଣ ଜେଟଲୀ ଶରୀର ଅସୁସ୍ଥ ହେବାରୁ ଏମ୍ସ ରେ ଆଡମିଟ ଥିଲେ |ଆଜି ଅପରାହ୍ନ ୧୨:୦୭ ରେ ସେ ଦେହତ୍ୟାଗ କରିଥିବା ର ଏମ୍ସ କତୃପକ୍ଷ ଙ୍କ ତରଫରୁ ସୂଚନା ଦିଆଯାଇଛି |

ଅରୁନ ଜେଟଲୀ ,ପେସା ରେ ଓକିଲ ଥିଲା ବେଳେ ମୋଦି ସରକାରଙ୍କ ଙ୍କ ର ଅଧିନସ୍ଥ ମହତ୍ଵପୁର୍ଣ ବିଭାଗ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ |ସେ ମୁଖ୍ୟତ ଅର୍ଥ ଏବଂ ସୁରକ୍ଷା ବିଭାଗ ର ଦାୟିତ୍ୱ ରେ ଥିଲେ |
ଅସୁସ୍ଥ ଥିବାରୁ ସେ ଚଳିତ ବର୍ଷ ନିର୍ବାଚନ ରେ ଅଂଶ ଗ୍ରହଣ କରିନଥିଲେ |ଗତ ବର୍ଷ ୧୪ ମେ ରେ କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ କରିଥିବା ବେଳେ ମନ୍ତ୍ରୀ ପିୟୁଷ ଗୋୟଲ ତାଙ୍କର ଅନୁପସ୍ଥିତି ରେ ବଜେଟ ଉପସ୍ଥାପନା କରିଥିଲେ |

ବିଜେପି ସରକାର ର ବହୁ ସମସ୍ୟା ର ସମାଧାନ କରିବାର ରେ  ପ୍ରଧାନ ମନ୍ତ୍ରୀ ଙ୍କର ଡାହାଣ ହାଥ ଥିଲେ ବୋଲି କହିଲେ ଭୁଲ ହେବ ନାହିଁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments