1. କୃଷି ଖବର

ନୂଆ ବର୍ଷା ରେ ଖୁସି ଖବର !

ନୂଆ ବର୍ଷା ରେ ଖୁସି ଖବର !

KJ Staff
KJ Staff

ଅଟୋ ଲାଗି ଆଜି ଠାରୁ ମୋବାଇଲ ଆପ!

ଓଡିଶା ଅଟୋ ଚାଳକ ସଂଘ ପକ୍ଷରୁ ଆଜି (ଗୁରୁବାର )ଏକ ମୋବାଇଲ ଆପ ଲଞ୍ଚ କରାଯିବ ଯାହାଦ୍ୱାରା ଆପଣ ଆପ ରେ ସୁବିଧା ଜନକ ହେବ ବୋଲି କହିଛନ୍ତି ଆସୋସିଏସନ ର ମୁଖ୍ୟ ପଦ୍ମନ କୁମାର ସାମଲ |ଏହି ଆପ କୁ ଗ୍ରାହକ ମାନେ ଗୁଗଲ ର ପ୍ଲେ ଷ୍ଟୋର ରୁ ଡାଉନଲୋଡ କରିପାରିବେ |

ଯେଉଁ ଆଉଟ ଚାଳକ ମାନେ କମିସନରେଟ ପୋଲିସ ଠାରୁ ଟ୍ରେନିଂ ପାଇଛନ୍ତି ସେମାନଙ୍କ ନାମ ଆପଣ ଏହି ଆପ ଦ୍ୱାରା ପାଇଁ ପାରିବେ |ସହରରେ ହାରାହାରି ୩୦୦୦୦ ଚାଲାକ ମାନଙ୍କ ମଧ୍ୟରୁ କେବଳ ୩୦୦୦ ଚାଲାକ ମାନେ ଟ୍ରେନିଂ ପ୍ରାପ୍ତ କରିଛନ୍ତି ବୋଲି ଆର.ଟି.ଓ ପକ୍ଷରୁ ସୂଚନା ଦିଆଯାଇଛି |

 

ଏହା ପରେ ଗ୍ରାହକ ମାନଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ ନାହିଁ|ଏକ ସ୍ଥାନ ରୁ ଅନ୍ୟ ସ୍ଥାନ କୁ ଯିବାର ମୁଲ ପୂର୍ବରୁ ଧାର୍ଯ୍ୟ ରହିବ ସହ ଚାଳକ ମାନେ ଜିନ୍ସ ଆଣିବାକୁ ବା ଗ୍ରାହକ କୁ ଛାଡିକି ଖାଲି ଆସିବା ଲାଗି ଅଧିକ ଟଙ୍କା ମଧ୍ୟ ମାଗିବେ ନାହିଁ |
ଏହା ବଯତ୍ତିତ ଯୋଜନା ଅନ୍ତର୍ଗତ ଚାଳକ ମାନଙ୍କୁ ବିଭିନ୍ନ ପେନଶନ ଏବଂ ଇନ୍ସୁରାନ୍ସ ସ୍କିମ ମଧ୍ୟ ମିଳିବ |
ଗୁରୁବାର ଦିନ ଆହୁରି ୫୦୦୦ ଚାଳକ ଟ୍ରେନିଂ ପାଇବେ ବୋଲି ଯୋଜନା କରାଯାଇଛି |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments