1. କୃଷି ଖବର

ଭୁବନେଶ୍ୱର ବିମାନ ବନ୍ଦରରେ ଆରମ୍ଭ ହେବ ନୂତନ ଟର୍ମିନାଲ !

ଭୁବନେଶ୍ୱର ବିମାନ ବନ୍ଦରରେ ଆରମ୍ଭ ହେବ ନୂତନ ଟର୍ମିନାଲ !

KJ Staff
KJ Staff

-ଭୁବନେଶ୍ୱର ବିମାନ ବନ୍ଦର ରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ
-ବଡ ବଡ ଏୟାରଲାଇନ ମାଧ୍ୟମରେ ଡ଼ିଲି କଲିକତା ଓ ହାଇଦ୍ରାବାଦ କୁ ମାର୍ଚ୍ଚ ପ୍ରାରମ୍ଭ ରୁପ୍ଲେନ ଚଳାଇବାକୁ ପ୍ରୟାସ କରାଯିବ
-ଖୋର୍ଦ୍ଧା ର ପାଖାପାଖି ଅଂଚଳରେ ଦ୍ଵିତୀୟ ଏୟାରପୋର୍ଟ ଆନୁସଙ୍ଗିକ କାମ ଆରମ୍ଭ ହୋଇଛି
-ଉଡାଣ ଯୋଜନା ରେ ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ବିଭିନ୍ନ ଅଂଚଳକୁ ଲେନ ଚଳିବ ନେଇ ବର୍ଷକୁ ଭାରତ ସରକାର ୧୦୦ କୋଟିରୁ ଅଧିକ ସବ୍ସିଡି ଦେଇ ଓଡ଼ିଶାର ନାଗରିକଙ୍କୁ ଯୋଡ଼ିବେ |

ଆସନ୍ତୁ ୫ ରୁ ୭ ମାସ ମଧ୍ୟରେ ୯୦୦ କୋଟି ତାଙ୍କ ବ୍ୟୟରେ ହୂବନେଶ୍ୱର ଏୟାରପୋର୍ଟ ପଶ୍ଚିମରେ ଆଉ ଏକନୂତନ ଟର୍ମିନାଲ ନିର୍ମାଣ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ |ଭୁବନେଶ୍ୱର ର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଠାରେ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କଲା ବେଳେ ଶ୍ରୀ ଧର୍ମେନ୍ଦ୍ର କହିଛନ୍ତି ଯେ ପୁରୁଣା ଏବଂ ନୂଆ ଏୟାରପୋର୍ଟ ମଧ୍ୟରେ ଥିବା ଗ୍ୟାପ କୁ ପୁରଣ କରିବା ଲାଗି ଏବେ ଏକ ଲିଙ୍କ ଏୟାରପୋର୍ଟ ଟର୍ମିନାଲ ବିଲଡିଂ ମାଧ୍ୟମରେ ଯୋଡିବାର କାମ କରାଗଲା |ଏହାଦ୍ୱାରା ବିମାନ ବନ୍ଦର ର କ୍ଷମତା ବଢିବା ଧିକ ଏୟାରବ୍ରିଜ ତିଆରି ହେବ ସହ ଯାତ୍ରୀମାନେ ଅଧିକ ସୁବିଧା ପାଇବେ |


ସେ କହିଛନ୍ତି ଯେ ଭୁବନେଶ୍ୱର ଏୟାରପୋର୍ଟ ର ପଶ୍ଚିମ ରେ ଏହି ଟର୍ମିନାଲ ହେଲେ ଏହା ବଡ ଏୟାରପୋର୍ଟ ର ରୂପ ନେବ ଏବଂ ଦେଶବିଦେଶ କୁ ବିମାନ ସେବା ବଢିବା

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments