Krishi Jagran odia
Menu Close Menu

ବନ୍ଦ ହେଲା ଭାରତ !!ନିର୍ଜନ ହେଲା ରାସ୍ତାଘାଟ ..

Wednesday, 09 January 2019 04:56 PM

କେନ୍ଦ୍ର ଶ୍ରମିକ ସଂଘ ଦ୍ୱାରା ଦେଶବ୍ୟାପୀ ବିରୋଧ ହେତୁ ବାଧାପ୍ରାପ୍ତ ହୋଇଛି ଦୈନଦିନ ଜୀବନଯାପନ |ବିଶେଷ କରି ପ୍ରଭାବିତ ହୋଇଛି ପଶ୍ଚିମ ବଙ୍ଗ,ଓଡିଶା ଏବଂ କେରଳ |ବିରୋଧ ର ପ୍ରଥମ ଦିନ ରୁ ଦେଖବାକୁ ମିଳିଥିଲା ଗଣ୍ଡଗୋଳ |

ବି.ଯେ.ପି ମୋଦି ସରକାର ଙ୍କ ବିରୋଧ ରେ ଏହି ଆନ୍ଦୋଳନ ରେ ଯୋଗଦାନ କରିଥିଲେ ପାଖାପାଖି ୨୦ କୋଟି ଶ୍ରମିକ ଏବଂ ୧୦ ଟି ଶ୍ରମିକ ସଂଘ ତା ସହ ବ୍ୟାଙ୍କ ଏବଂ ଇନ୍ସୁରାନ୍ସ ର କର୍ମକର୍ତା |ସେହିପରି ଚାଷୀ ସଂଘ ଏ.ଏଇ.କେ.ଏସ ଏବଂ ଭୂମି ଅଧିକାର ଆନ୍ଦୋଳନ ମଧ୍ୟ ଏହି ୨ ଦିନିଆ ଆନ୍ଦୋଳନ ରେ ଯୋଗଦାନ କରିଥିଲେ |ଏହାର ପ୍ରଭାବ ଭାରତ ବ୍ୟାପି ସମସ୍ତ ରାଜ୍ୟରେ ଦେଖିବାକୁ ମିଳିଛି ଯେପରି ବିହାର,ପଶ୍ଚିମ ବଙ୍ଗ,ମଣିପୁର ,ଗୋଆ ,ପଂଜାବ, ରାଜେଶଥାନ ଇତ୍ୟାଦି |

STRIKE ON GO

ଓଡିଶା ରେ ମଧ୍ୟ ଜାଗା ଜାଗା ରେ ଆନ୍ଦୋଳନ ଟାୟାର ଜଳେଇବା,ରାସ୍ତା ରୋକ, କରି ବିରୋଧ କରିବାର ଦୃଶ୍ୟ ଦେଖିବାକୁ ମିଳିଛି |ରେଳ ଏବଂ ବାସ ଚଳାଚଳ ବାଧାପ୍ରାପ୍ତ ହେବ ସାଙ୍ଗରେ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଛି |

Share your comments


CopyRight - 2019 Krishi Jagran Media Group. All Rights Reserved.