News

ଗ୍ରାହକଙ୍କ ପାଇଁ ଖୁସି ଖବର;ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ,ଜାଣନ୍ତୁ...

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏହି ଘୋଷଣା ଏସବିଆଇ (SBI),ଏଚଡିଏଫସି (HDFC)ଓ ଆଇସିଆଇସିଆଇ (ICICI)ର ଗ୍ରାହକଙ୍କୁ ବେନିଫିଟ୍ ପ୍ରଦାନ କରିବ ।

22 June, 2022 4:14 PM IST By: Sudesna Nayak

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏହି ଘୋଷଣା ଏସବିଆଇ (SBI),ଏଚଡିଏଫସି (HDFC)ଓ ଆଇସିଆଇସିଆଇ (ICICI)ର ଗ୍ରାହକଙ୍କୁ ବେନିଫିଟ୍ ପ୍ରଦାନ କରିବ ।

ସୂଚନା ଅନୁଯାୟୀ, ଆପଣମାନେ ଯଦି ବ୍ୟାଙ୍କରୁ ଲୋନ୍ ନେବାକୁ ପ୍ଲାନିଂ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର (GOOD NEWS) । ଅର୍ଥମନ୍ତ୍ରୀ ବ୍ୟାଙ୍କିଂ ସିଷ୍ଟମ ଉପରେ ବୟାନ ଜାରି କରିଛନ୍ତି ।

ଗ୍ରାହକମାନଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ବ୍ୟାଙ୍କିଂ ସିଷ୍ଟମକୁ ଆହୁରି ସହଜ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)ନିର୍ଦ୍ଦେଶ ଦେଇଛନ୍ତି । ଏହାଫଳରେ ଅଧିକ ସଂଖ୍ୟାରେ ଗ୍ରାହକ ବ୍ୟାଙ୍କିଂ ସେବା ସହିତ ଯୋଡ଼ି ହୋଇପାରିବେ । ଲୋନ (LOAN) ଦେବା କ୍ଷେତ୍ରରେ ବ୍ୟାଙ୍କ ଗୁଡ଼ିକ ମାନକକୁ ଆକର୍ଷଣୀୟ କରିବା ଦରକାର ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)କହିଛନ୍ତି । କିଛିଦିନ ପୂର୍ବରୁ ଉଦ୍ୟୋଗ ପ୍ରତିନିଧିଙ୍କ ସହିତ ଅନୁଷ୍ଠିତ ବୈଠକରେ ଅର୍ଥମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ।

ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)ଙ୍କ ଏହି ନିର୍ଦ୍ଦେଶ ପରେ ଏସବିଆଇ (SBI),ଏଚଡିଏଫସି (HDFC)ଓ ଆଇସିଆଇସିଆଇ (ICICI) ସମେତ ସମସ୍ତ ବ୍ୟାଙ୍କର ଗ୍ରାହକଙ୍କୁ ଫାଇଦା ମିଳିବ । ବ୍ୟାଙ୍କଗୁଡ଼ିକ ଅଧିକରୁ ଅଧିକ ଗ୍ରାହକ ଅନୁକୂଳ ହେବା ଦରକାର । ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କର ଡିଜିଟାଲୀକରଣ ପ୍ରକ୍ରିୟା ବୃଦ୍ଧି କରାଯାଉଛି ବୋଲି ଏସବିଆଇର ଅଧ୍ୟକ୍ଷ ଦିନେଶ କୁମାର ଖରା କହିଥିଲେ ।

ପ୍ରକାଶ ଥାଉ ଯେ, ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । SBI, HDFC ଓ ICICI ଗ୍ରାହକମାନଙ୍କ ପାଇଁ ଖୁସି ଖବର (GOOD NEWS) ।

Union Budget:ଚାଷୀଙ୍କ ପାଇଁ ଖୁସି ଖବର ; ସ୍ମାର୍ଟ କୃଷି ପାଇଁ ବ୍ୟବହାର ହେବ କିଶାନ ଡ୍ରୋନ

Budget 2022: ଗୁଡ ନ୍ୟୁଜ, ରେଳ ବଜେଟକୁ ନେଇ ଯାତ୍ରୀଙ୍କୁ ମିଳିବ ବହୁ ସୁବିଧା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)