1. କୃଷି ଖବର

ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ୍ ଦର

ସାଧାରଣ ଜନତାଙ୍କୁ ଏକ ପ୍ରକାର ଝଟକା ଲାଗିପାରେ । ପୁଣି ବଢ଼ିପାରେ ତୈଳଦର । ପେଟ୍ରୋଲ ଓ ଡିଜେଲ୍ ଦର ପୁଣିଥରେ ବଢ଼ିପାରେ ବୋଲି ହିଁ ଆଶଙ୍କା ସୃଷ୍ଟି ହୋଇଛି ।

Sudesna Nayak
Sudesna Nayak
BIG NEWS petrol prices and diesel prices may hike

BIG NEWS petrol prices and diesel prices may hike

ସାଧାରଣ ଜନତାଙ୍କୁ ଏକ ପ୍ରକାର ଝଟକା ଲାଗିପାରେ । ପୁଣି ବଢ଼ିପାରେ ତୈଳଦର । ପେଟ୍ରୋଲ (petrol prices) ଓ ଡିଜେଲ୍ ଦର (diesel prices)ପୁଣିଥରେ ବଢ଼ିପାରେ ବୋଲି ହିଁ ଆଶଙ୍କା ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, କେବଳ ଭାରତ ନୁହେଁ, ବିଶ୍ୱ ସ୍ତରରେ ପେଟ୍ରୋଲିୟମ ଜାତ ସାମଗ୍ରୀର ହିଁ ଦର ବୃଦ୍ଧି (prices hike)ହୋଇପାରେ । ତୈଳ ରପ୍ତାନୀକାରୀ ଦେଶଙ୍କୁ ନେଇ ଗଠିତ ସଂଗଠନ OPEC (Organization of the Petroleum Exporting Countries) ପ୍ଲସ୍ ପକ୍ଷରୁ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି ।

କହିବାକୁ ଗଲେ, ଆସନ୍ତା ମାସ ଅର୍ଥାତ୍ ନଭେମ୍ବର (November)ରେ ଦୈନିକ 20 ଲକ୍ଷ ବ୍ୟାରେଲ୍ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରାଯିବ । ପେଟ୍ରୋଲ ଦର (petrol prices) ଓ ଡିଜେଲ୍ ଦର (diesel prices) ପୁଣିଥରେ ବଢ଼ିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

ପ୍ରକାଶ ଥାଉ ଯେ, କରୋନା ପରେ ଏତେ ବଡ଼ ଉତ୍ପାଦନ କାଟ କେବେ ହିଁ ଦେଖିବାକୁ ମିଳିନଥିଲା । ତେଣୁ ଉତ୍ପାଦନ କମିଲେ ବିଶ୍ୱ ସ୍ତରରେ ପେଟ୍ରୋଲ ଦର (petrol prices) ଓ ଡିଜେଲ ଦର (diesel prices)ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।

ଆସନ୍ତା 5 ବର୍ଷରେ ରାସ୍ତାରୁ ଗାଏବ ହୋଇଯିବ ପେଟ୍ରୋଲ ଗାଡି !

BPL କାର୍ଡଧାରୀଙ୍କୁ ୨୫ ଟଙ୍କା ଶସ୍ତାରେ ମିଳିବ ପେଟ୍ରୋଲ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments