1. କୃଷି ଖବର

ଚାଷୀ ଓ ଚାଷ ସମସ୍ୟା କୁ ନେଇ ଘେରିବ ବି.ଜେ ପି …

ବିଧାନସଭା ଅଧିବେଶନ ରାଜ୍ୟର ବିଭିନ୍ନ ପ୍ରସଙ୍ଗ କୁ ନେଇ ରାଜ୍ୟ ବିଜେପି ବିଧାୟକମାନେ ଶାସକ ଦଳକୁ ଘେରିବେ ବୋଲି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ବିଧାୟକ ଦଳ ର ନେତା କେଭି ସିଂଦେଓ ଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ନିଷ୍ପତି ନେଇଛି |

KJ Staff

ବିଶେଷ କରି ରାଜ୍ୟରେ ଦେଖାଯାଇଥିବା ଚାଷ ଓ ଚାଷୀ ସମସ୍ୟାକୁ ପ୍ରସଙ୍ଗ କରିବା ବିଜେପି |ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଚାଷୀ ତା ଧାନର ମୂଲ୍ୟ ପାଉନାହିଁ |ମୁଣ୍ଡି ଅବ୍ୟବସ୍ଥା ,କାଟନି ଛଟନି ଆଳରେ ରାତି ୫/୭ କି.ଗ୍ରା ଧାନ କାଟିବା,କେନ୍ଦ୍ର ସରକାର ଧାନ ର ସର୍ବନିମ୍ନ ମୂଲ୍ୟ ୧୬୫୦ ଟଙ୍କା ବୃଦ୍ଧି କରିବା ପରେ ରାଜ୍ୟ ସରକାର ଚାଷୀଙ୍କ ଠୁ ସେହି ମୂଲ୍ୟରେ ଧାନ ନ କିଣିବା ଆଦି ପ୍ରସଙ୍ଗ ଉଠାଯିବା ବୋଲି ରାଜ୍ୟ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments