1. କୃଷି ଖବର

ଆସୁଅଛି !! ଏହି ବର୍ଷ ର ଆର୍ଥିକ ବଜେଟ …

ଆସୁଅଛି !! ଏହି ବର୍ଷ ର ଆର୍ଥିକ ବଜେଟ …

KJ Staff
KJ Staff

କୃଷି କ୍ଷେତ୍ର କୁ କେତେ ମିଳିବ ସହାୟତା..
କଣ ରହିବ କୃଷି ର ଆର୍ଥିକ ସ୍ଥିତି

ଆସନ୍ତା କାଲି ଘୋଷିତ ହେବ ଚଳିତ ବର୍ଷ ଲାଗି ଆର୍ଥିକ ବଜେଟ ଏବଂ ଜଣାପଡିବା କେଉଁ ଉଦ୍ୟୋଗୀ ମାନେ ହେବେ ଅଧିକ ଲାଭବାନ |କାର୍ଯ୍ୟରତ ଥିବା ମୋଦି ସରକାରଙ୍କ ଏହା ହେବ ଲୋକ ସଭା ନିର୍ବାଚନ ଆଗରୁ ଶେଷ ବଜେଟ ଏବଂ ବଡଗଡ ର ଘୋଷଣା କରିବେ ଅର୍ଥ ମନ୍ତ୍ରୀ ପିୟୁଷ ଗୋୟଲ |ଏନେଇ ବିଭିନ୍ନ କ୍ଷେତ୍ର ରେ ନିୟୋଜିତ ଥିବା କର୍ମଚାରୀ ମାନେ ଦେଇଛନ୍ତି ବିଭିନ୍ନ ମତ |

ଗୋଟେ ପଟେ ବ୍ୟକ୍ତିଗତ ଭାବେ ଇଂକମ ଟ୍ୟାକ୍ସ ଦେଉଥିବା କର୍ମକର୍ତ୍ତା ମାନେ ଚାହୁଁଛନ୍ତି ଟ୍ୟାକ୍ସ ରେ ରିହାତି ତା ଅନ୍ୟପକ୍ଷେ ନୂତନ ଏବଂ କ୍ଷୁଦ୍ର ଉଦ୍ୟୋଗ ମାନେ ଚାହୁଁଛନ୍ତି ବିଶେଷ ଦୃଷ୍ଟି |


ଅଧିକ ରୁ ଅଧିକତମ କମ୍ପାନୀ ର ଆରମ୍ଭ ଏବଂ ପରିଚାଳନା ଦ୍ୱାରା ଯେପରି ନିଯୁକ୍ତି ର ସମ୍ଭାବନା ବଢିବ ,ସେଠି ପ୍ରତି ଦୃଷ୍ଟି ଦିଆଯେଉଁ ବୋଲି କହିଛନ୍ତି ନିଖିଲ ମାନ୍ଥା,ପିଗି ବ୍ୟାଙ୍କ ର କୋ-ଫାଉଣ୍ଡର|

 

ତେବେ ଏନେଇ ସମସ୍ତ ପ୍ରକାର ର ଉତ୍ତର ମିଳିବ ଆସନ୍ତା କାଲି !!ବଜେଟ ବିଷୟରେ ଅଧିକ ସୂଚନା କାଲି ପ୍ରକାଶିତ ହେବ !

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments