1. କୃଷି ଖବର

ବଜେଟ ୨୦୧୯ ..ଚାଷୀ ମାନେ ହେବେ ବହୁ ଉପକୃତ !

ବଜେଟ ୨୦୧୯ ..ଚାଷୀ ମାନେ ହେବେ ବହୁ ଉପକୃତ !

KJ Staff
KJ Staff
ଆଗାମୀ ନିର୍ବାଚନ କୁ ଲକ୍ଷ କରି ଏଠାରେ ମୋଦି ସରକାର ଛୋଟ ରୁ ବଡ ସମସ୍ତଙ୍କୁ ଖୁସି କରିବା ଲାଗି ଘୋଷଣା କରିଛନ୍ତି ନୂତନ ଅଳ୍ପକାଳୀନ ବଜେଟ |ଏହାର ବିଶେଷ ଝଲକ ଜାଣିବା ଲାଗି ଆଗକୁ ପଢନ୍ତୁ ...

ଟ୍ୟାକ୍ସ :
-ଏବେ ବାର୍ଷିକ ୫ ଲକ୍ଷ ରୁ କାମ ଦରମା ପାଉଥିବା ବ୍ୟକ୍ତି ଙ୍କୁ ଦେବାକୁ ପଡିବ ନାହିଁ ଇଂକମ ଟ୍ୟାକ୍ସ|
-ଇଂକମ ଟ୍ୟାକ୍ସ ରେ ମିଳୁଥିବା ଫାଦୟ (ରିଟର୍ନ) ଏବେ ୨୪ ଘଣ୍ଟା ସୁଦ୍ଧା ପ୍ରକ୍ରମ କରାଯିବ ଏବଂ ୨ ବର୍ଷ ମଧ୍ୟରେ ଦେଇ ଦିଆଯିବ |

 

 

କୃଷି କ୍ଷେତ୍ର :
-କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ଲାଗି ସର୍ବନିମ୍ନ ୬୦୦୦ ଟଙ୍କା ର ବାର୍ଷିକ ଆୟ |
-କୃଷି କ୍ଷେତ୍ର ର ସ୍କିମ ଲାଗି ମିଳିବ ୭୫୦୦୦ ଟଙ୍କା |
-ଝଡ ,ବାତ୍ୟା ଇତ୍ୟାଦି ଦ୍ୱାରା କ୍ଷେତିଗ୍ରସ୍ତ ହୋଇଥିବା ଚାଷୀ ମାନଙ୍କୁ ମିଳିବ ୨% ଇଂଟରେଷ୍ଟ ରେ ଆର୍ଥିକ ସହାୟତା |ଏହା ବ୍ୟତୀତ ଠିକ ସମୟରେ ଋଣ ସୁଝାଇଲେ ୩ % ର ଅଧିକ ଇଂଟରେଷ୍ଟ ମିଳିବ
-ସେହିପରି ପଶୁପାଳନ ଏବଂ ମାଛ ଚାଷୀ ମାନଙ୍କୁ ମଧ୍ୟ ମିଳିବ ୨% ଇଂଟରେଷ୍ଟ ରେ ଆର୍ଥିକ ସହାୟତା |

 

ଗ୍ରାମାଞ୍ଚଳ :
-ଗ୍ରାମ ସଡକ ଯୋଜନା ଅଧିନସ୍ଥ ସ୍କିମ ରେ ଗ୍ରାମାଞ୍ଚଳ ର ରାସ୍ତା ନିର୍ମାଣ ଲାଗି ମିଳିବ ୧୯୦୦୦ କୋଟି ଟଙ୍କା |
-ଏମଏନଆରଇଜିଏ ସ୍କିମ ଲାଗି ସରକାର ଦେବେ ୬୦୦୦୦ କୋଟି ଟଙ୍କା |

 

 

ନିଯୁକ୍ତି :
-ଅସଂଘଟିତ ବିଭାଗ ରେ ନିଯୁକ୍ତ ଥିବା କର୍ମକର୍ତ୍ତାଙ୍କୁ ମିଳିବ ବୃଦ୍ଧାବସ୍ଥା ଆଉ ବେକାରୀ ଆଦିପାଇଁ ରାଷ୍ଟ୍ର ଦ୍ୱାରା ନୂତନ ବୀମା |
-ଅସଂଘଟିତ କ୍ଷେତ୍ର ରେ ନିଯୁତକ ଥିବା ବ୍ୟକ୍ତି ମାସକୁ ୧୦୦ ଟଙ୍କା ଦେଲେ ପାଇବେ ୬୦ ବର୍ଷ ପରେ ମାସକୁ ୩୦୦୦ ଟଙ୍କା ର ପେନଶନ |

ଆର୍ଥିକ ସ୍ତିଥି :
-ଚଳିତ ବର୍ଷ ଅରହରୀ ମାସକୁ ମିଳିଛି ୯୭୧୦୦ କୋଟି ର ଟ୍ୟାକ୍ସ
-୨୦୯-୨୦ ରେ ମାର୍କେଟ ରୁ ଉଠାଯିବା ୭.୦୪ ଲକ୍ଷ କୋଟି |

 


ଏଠାରେ ଦେଖନ୍ତୁ ଲାଇଭ ବଜେଟ ର ଝଲକ ..

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments