News

Budget 2022: ନିବେଶକଙ୍କ ପାଇଁ ଆଲର୍ଟ ; କ୍ରିପ୍ଟୋ ଉପରେ ଲାଗିବ ୩୦% ଟ୍ୟାକ୍ସ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍‌ ଉପସ୍ଥାପନ ବେଳେ କ୍ରିପ୍ଟୋ କରେନ୍ସିକୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି ।

03 February, 2022 11:28 AM IST By: Sudesna Nayak

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) କେନ୍ଦ୍ର ବଜେଟ୍‌ (Budget) ଉପସ୍ଥାପନ ବେଳେ କ୍ରିପ୍ଟୋ କରେନ୍ସି (Crypto currency)କୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, କ୍ରିପ୍ଟୋ କରେନ୍ସି (Crypto currency)କୁ ଟିକସଭୁକ୍ତ କରାଯିବା ନେଇ ବଜେଟ (Budget)ରେ ଘୋଷଣା ହୋଇଛି ।

ଫେବୃଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) କେନ୍ଦ୍ର ବଜେଟ୍‌ ଉପସ୍ଥାପନ ବେଳେ କ୍ରିପ୍ଟୋ କରେନ୍ସି (Crypto currency)କୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି । 

କ୍ରିପ୍ଟୋ ନିବେଶକମାନେ ଯେଉଁମାନେ କି କ୍ରିପ୍ଟୋ କରେନ୍ସିରୁ ଅର୍ଥ କମାଉଛନ୍ତି, ସେମାନଙ୍କୁ ଏବେ ଟ୍ୟାକ୍ସ (TAX) ଦେବାକୁ ପଡ଼ିବ । କ୍ରିପ୍ଟୋ କରେନ୍ସି (Crypto currency)ଉପରେ ୩୦% ଟ୍ୟାକ୍ସ (TAX) ଲାଗୁ ପାଇଁ ଘୋଷଣା ହୋଇଛି।

ପ୍ରକାଶ ଥାଉ ଯେ, ସେପଟେ ଡିଜିଟାଲ କରେନ୍ସି ପାଇଁ ଏଥର ବଜେଟ (Budget)ରେ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି । ସେ କହିଛନ୍ତି ଯେ, ୨୦୨୨-୨୦୨୩ ରୁ ଡିଜିଟାଲ କରେନ୍ସି (currency)ଆରମ୍ଭ ହେବ । ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank of India) ପକ୍ଷରୁ ଏହା ଆରମ୍ଭ କରାଯିବ । ବ୍ଲକ ଚେନ୍ ଓ ଅନ୍ୟ ଟେକ୍ନୋଲଜି ବ୍ୟବହାର କରି ଡିଜିଟାଲ ରୁପି ପ୍ରଚଳନ କରାଯିବ ବୋଲି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ପ୍ରସ୍ତାବ ରଖିଛନ୍ତି ।

Budget 2022: କପଡ଼ା ଓ ଜୋତା ସହ ଶସ୍ତା ହେଲା ଏହି ଜିନିଷ; ଜାଣନ୍ତୁ କେଉଁଥିରେ ବଢ଼ିଲା ରେଟ୍ ?

Union Budget:ଚାଷୀଙ୍କ ପାଇଁ ଖୁସି ଖବର ; ସ୍ମାର୍ଟ କୃଷି ପାଇଁ ବ୍ୟବହାର ହେବ କିଶାନ ଡ୍ରୋନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)