1. କୃଷି ଖବର

ସବୁ ବର୍ଗ ଙ୍କ ଲାଗି ଏଥରକ ବଜେଟ !!

ସାଧାରଣ ନିର୍ବାଚନ ର ପ୍ରାୟେ ୨ ମାସ ପୂର୍ବରୁ ଏନ.ଡି.ଏ ସରକାର ନିଜର ଶେଷ ବଜେଟ ରେ ସବୁ ବର୍ଗ ର ଜନତାଙ୍କୁ ଖୁସି କରିବାର ପ୍ରୟାସ କରିଛନ୍ତି |ଲେଖାନୁଦାନ ତଥା ଏହି ଅନ୍ତରଣ ବଜେଟରେ ଜନସୁଖ ଲାଗି କରାଯାଇଛି "ପିୟୁଷ ପ୍ରାୟସ" |

KJ Staff
KJ Staff

-୫ ଲକ୍ଷ ଟଙ୍କା ବାର୍ଷିକ ଆୟ ଉପରେ ସମ୍ପୂର୍ଣ କରଛାଡ଼ |
-୭ ଲକ୍ଷ ଟଙ୍କା ବାର୍ଷିକ ଆୟକାରୀଙ୍କୁ ସର୍ତ୍ତମୂଳକ ଛାଡ |

ସାଧାରଣ ନିର୍ବାଚନ ର ପ୍ରାୟେ ୨ ମାସ ପୂର୍ବରୁ ଏନ.ଡି.ଏ ସରକାର ନିଜର ଶେଷ ବଜେଟ ରେ ସବୁ ବର୍ଗ ର ଜନତାଙ୍କୁ ଖୁସି କରିବାର ପ୍ରୟାସ କରିଛନ୍ତି |ଲେଖାନୁଦାନ ତଥା ଏହି ଅନ୍ତରଣ ବଜେଟରେ ଜନସୁଖ ଲାଗି କରାଯାଇଛି "ପିୟୁଷ ପ୍ରାୟସ" |

ବିମୁଦ୍ରାୟନ ଓ ଜିଏସ୍ଟି ପାଇଁ ସରକାରଙ୍ କଉପରେ ଅସୁଖୀ ମଧ୍ୟବିତ୍ତ ବର୍ଗ ,ଛୋଟ ବ୍ୟବସାୟୀ ଓ କୃଷକଙ୍କୁ ଏଠାରେ ଖୁସି କରିବାର ର ପ୍ରୟାସ କରାଯାଇଛି |ସରକାର ମଧ୍ୟବିତ ଙ୍କୁ ଟିକସ ଛାଡ ଓ କୃଷୀଙ୍କୁ ପ୍ରତ୍ୟକ୍ଷ ଅର୍ଥ ପ୍ରଦାନ ସହିତ ଅସଂଗଠିତ କ୍ଷେତ୍ର ର ଜନତାଙ୍କ ପାଇଁ ମାସିକ ଭତ୍ତା ପ୍ରଦାନ ବ୍ୟବସ୍ଥା କରିଛନ୍ତି |କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅସୁସ୍ଥତା ଓ ଅନୁପସ୍ଥିତକ୍ରମେ କାମଚଳା ଅର୍ଥମନ୍ତ୍ରୀ ପିୟୁଷ ଗୋୟଲ ଶୁକ୍ରବାର ପୂର୍ବାହ୍ନ ଠିକ ୧୧ ଟା ରେ ଲୋକସଭା ରେ ଅନ୍ତରୀଣ ବଜେଟ ର ଘୋଷଣା କରିଥିଲେ |

ତେବେ ଜଣାନ୍ତୁ ଏହାର ବିଶେଷତା :

-୫ ଲକ୍ଷ ଟଙ୍କା ବାର୍ଷିକ ଆୟ ଉପରେ ସମ୍ପୂର୍ଣ କରଛାଡ଼ |


-୭ ଲକ୍ଷ ଟଙ୍କା ବାର୍ଷିକ ଆୟକାରୀଙ୍କୁ ସର୍ତ୍ତମୂଳକ ଛାଡ |


-କ୍ଷୁଦ୍ର ଚାଷୀଙ୍କ ବ୍ୟାଙ୍କ ଖାତା କୁ ଯିବା ବର୍ଷକୁ ୬୦୦୦ |


-୬୦ ବର୍ଷ ବୟସ ଅସଂଗଠିତ ବର୍ଗଙ୍କୁ ମାସିକ୩ ହଜାର ପେନ୍ସନ |


- ବଜେଟ ବ୍ୟୟ ୨୬ ଲକ୍ଷ କୋଟି ଟପିଲା |


-ଗ୍ରାଚ୍ୟୁଟି ସୀମା ୩୦ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି |


-ଛୋଟ ବ୍ୟବସାୟୀଙ୍କୁ ଜିଏସଟି ଛାଡ଼ ସୀମା ୪୦ ହଜାର ଟଙ୍କା ବଢ଼ିଲା |


-ପ୍ରତିରକ୍ଷା ବ୍ୟୟ ବରାଦ୩ ଲକ୍ଷ କୋଟି ଟଙ୍କା ଟପିଲା


-କଳାଧନ ଚଢ଼ଉରୁ ୧.୩ ଲକ୍ଷ ଆୟ


-ମହିଳା ଓ ଶିଶୁ ବିକାଶ ବରାଦ ୨୦ % ବୃଦ୍ଧି

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments