ଆସିଲା ଖୁସି ଖବର (GOOD NEWS)। ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ ।
ସୂଚନା ଅନୁଯାୟୀ, ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଟ । ଆପଣମାନେ www.cbse.nic.in ୱେବସାଇଟ୍ରେ ପରୀକ୍ଷା ଫଳ ଉପଲବ୍ଧ ଅଛି ଦେଖିପାରିବେ । ଯାହାକୁ ନେଇ ପାସ୍ ହାର ରହିଛି ୯୨.୭୧ % । ୯୪.୫୪% ଛାତ୍ରୀ ଓ ୯୧.୨୫% ଛାତ୍ର ପାସ୍ ହୋଇଛନ୍ତି ।
ଅପରାହ୍ନ ୨ଟା ସମୟରେ ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ । ଦଶମରେ ୨୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।
ଏହି ଚଳିତ ବର୍ଷ ଖବର ମୁତାବକ ଦେଶରେ 21 ଲକ୍ଷ 16 ହଜର 290 ଜଣ ଦଶମ ଏବଂ 14 ଲକ୍ଷ 54 ହଜାର 370 ଜଣ ଦ୍ବାଦଶ ପରୀକ୍ଷା ଦେଇଥିଲେ ।
ପ୍ରକାଶ ଥାଉ ଯେ, ଏଥର ଦ୍ବାଦଶରେ ଟର୍ମ-1 ଏବଂ ଟର୍ମ-2 ପରୀକ୍ଷା ହୋଇଥିଲା । ପୂର୍ବରୁ ଟର୍ମ-1 ରେଜଲ୍ଟ ବାହାରିଯାଇଥିଲା । ବର୍ତ୍ତମାନ ଟର୍ମ-2 ସହ ଫାଇନାଲ ଫଳାଫଳ ବାହାରିଛି ।