1. କୃଷି ଖବର

Nitish kumar Resigns: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Chief Minister Of Bihar Nitish kumar)।

Sudesna Nayak
Sudesna Nayak
Chief Minister Of Bihar Nitish kumar Resigns

Chief Minister Of Bihar Nitish kumar Resigns

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Chief Minister Of Bihar Nitish kumar)। ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦେଲେ ଇସ୍ତଫା ପତ୍ର ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର (Nitish Kumar )। ଆଜି ମଙ୍ଗଳବାର (TUESDAY)ଅପରାହ୍ନ ୪ଟା ସମୟ ବେଳେ ରାଜଭବନ ଯାଇ ରାଜ୍ୟପାଳ ଫଗୁ ଚୌହ୍ବାନ (Phagu Chauhan Governor of Bihar)ଙ୍କୁ ଇସ୍ତଫା ପତ୍ର ଦେଲେ ।

ଇସ୍ତଫା ପରେ ନୀତିଶ କୁମାର (Nitish kumar)କହିଛନ୍ତି, 'ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲି '।

ପ୍ରକାଶ ଥାଉ ଯେ, ଏଥିସହ ନୂଆ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି ।

କିଡନୀ ଷ୍ଟୋନ-ସୁଗାର କଣ୍ଟ୍ରୋଲ କରିବ ଆମ୍ବ ପତ୍ର

ଆସୁଛି ଆଉ ଏକ ଲଘୁଚାପ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments