1. କୃଷି ଖବର

LPG Cylinder Price: ସାଧାରଣ ଲୋକଙ୍କୁ ଆଶ୍ବସ୍ତି,୧୧୫ ଟଙ୍କା ଶସ୍ତା ଏଲ୍‌ପିଜି ସିଲିଣ୍ଡର

ନଭେମ୍ବର ମାସ ଆରମ୍ଭରୁ ଖୁସି ଖବର! କମିଲା ଗ୍ୟାସ ଦର । ଦେଶବ୍ୟାପୀ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର (Commercial lpg cylinder)ହ୍ରାସ ହୋଇଛି । ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୧୧୫ ଟଙ୍କା ଶସ୍ତା ହୋଇଛି । ୧୯ କେଜି ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡର (Commercial lpg cylinder)ରେ ଏହି ହ୍ରାସ ଘଟିଛି ।

Sudesna Nayak
Sudesna Nayak
Commercial lpg cylinder price slash at 115 rupees

Commercial lpg cylinder price slash at 115 rupees

ନଭେମ୍ବର ମାସ ଆରମ୍ଭରୁ ଖୁସି ଖବର! କମିଲା ଗ୍ୟାସ ଦର । ଦେଶବ୍ୟାପୀ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର (Commercial lpg cylinder)ହ୍ରାସ ହୋଇଛି । ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୧୧୫ ଟଙ୍କା ଶସ୍ତା ହୋଇଛି । ୧୯ କେଜି ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡର (Commercial lpg cylinder)ରେ ଏହି ହ୍ରାସ ଘଟିଛି ।

ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଖୁସି ଖବର (GOOD NEWS) । ନଭେମ୍ବର ୧ ରୁ ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ଦର । ୧୯ କେଜି ବିଶିଷ୍ଟ ଏଲପିଜି ଗ୍ୟାସ ସିଲିଣ୍ଡର ପିଛା ୧୧୫ଟଙ୍କା ଶସ୍ତା ହୋଇଛି । ଏହି ହ୍ରାସ କେବଳ ବ୍ୟବସାୟିକ ସିଲିଣ୍ଡର (Commercial lpg cylinder)ରେ ହିଁ ହୋଇଛି । ତେବେ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଆଜି ମଙ୍ଗଳବାର (TUESDAY) ଠାରୁ ଦିଲ୍ଲୀରେ ଇଣ୍ଡେନର ୧୯ କିଲୋଗ୍ରାମ ସିଲିଣ୍ଡରର ଦର ୧୧୫.୫ଟଙ୍କା, କୋଲକାତାରେ ୧୧୩, ମୁମ୍ବାଇରେ ୧୧୫.୫, ଚେନ୍ନାଇରେ ୧୧୬.୫ଟଙ୍କା ଶସ୍ତାରେ ମିଳିବ । ଏହାପୂର୍ବରୁ ଅକ୍ଟୋବର 1 ରେ ବି ଏହି ସିଲିଣ୍ଡରର ଦର ୨୫ଟଙ୍କା କମ୍ ହୋଇଥିଲା । ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡର ପୁରୁଣା ଦାମ୍‌ରେ ମିଳିବ ।

ଏଲପିଜି ସିଲିଣ୍ଡର ଦାମ ମଧ୍ୟ କମିଛି । ନଭେମ୍ବର ୧ ରୁ ଏଲପିଜି ଗ୍ୟାସ୍ ସିଲିଣ୍ଡର ୧୧୫ ଟଙ୍କା ଶସ୍ତା ହୋଇଛି । ବ୍ୟବସାୟିକ ସିଲିଣ୍ଡର (Commercial lpg cylinder)ରେ ହିଁ ଏହି ହ୍ରାସ ଘଟିଛି।

ସେହିଭଳି ଭାରତରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ମୂଲ୍ୟ ୫୦,୮୪୦ ଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ୪୬,୬୦୦ଟଙ୍କା ରହିଛି। ପୂର୍ବ ଦିନର ମୂଲ୍ୟ ତୁଳନାରେ ମୂଲ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ପାର୍ଥକ୍ୟ ଦେଖିବାକୁ ମିଳିଥିଲା ।

କମିଲା LPG ସିଲିଣ୍ଡର ଦର,ଜାଣନ୍ତୁ କେତେ ?

କମିଲା LPG ସିଲିଣ୍ଡର ଦର, ଜାଣନ୍ତୁ କେତେ?

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ