1. କୃଷି ଖବର

ବନ୍ୟଜନ୍ତୁ ଫସଲ ନଷ୍ଟ କଲେ ମିଳିବ ବୀମା କ୍ଷତିପୂରଣ

ଭୁବନେଶ୍ୱର : ଏଣିକି ବନ୍ୟଜନ୍ତୁଙ୍କ ଦ୍ବାରା ଫସଲ ନଷ୍ଟ ହେଲେ ଚାଷୀ ବୀମା କ୍ଷତିପୂରଣ ପାଇବେ। ଚଳିତ ଖରିଫ ବର୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିଓ୍ବାଇ) ମାର୍ଗଦର୍ଶିକାରେ ଏ ନେଇ ଆବଶ୍ୟକ ସଂଶୋଧନ ହୋଇଥିବା ନେଇ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ଚିଠି ଲେଖାଯାଇଛି।

KJ Staff
KJ Staff
Elephant

Elephant

ଭୁବନେଶ୍ୱର : ଏଣିକି ବନ୍ୟଜନ୍ତୁଙ୍କ ଦ୍ବାରା ଫସଲ ନଷ୍ଟ ହେଲେ ଚାଷୀ ବୀମା କ୍ଷତିପୂରଣ ପାଇବେ। ଚଳିତ ଖରିଫ ବର୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିଓ୍ବାଇ) ମାର୍ଗଦର୍ଶିକାରେ ଏ ନେଇ ଆବଶ୍ୟକ ସଂଶୋଧନ ହୋଇଥିବା ନେଇ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ଚିଠି ଲେଖାଯାଇଛି। ପୂର୍ବରୁ କେବଳ ବର୍ଷା, ବନ୍ୟା, ବାତ୍ୟା, କୁଆ ପଥର ଓ ଅନ୍ୟ ପ୍ରାକୃତିକ ଦୁର୍ବିପାକ ଯୋଗୁ କ୍ଷତି ହେଲେ ଚାଷୀଙ୍କୁ ପିଏମ୍‌ଏଫ୍‌ବିଓ୍ବାଇ ଯୋଜନାରେ ବୀମା କ୍ଷତିପୂରଣ ମିଳୁଥିଲା। ଏବେ ହାତୀ, ବାରାହ ଓ ଅନ୍ୟ ବନ୍ୟଜନ୍ତୁଙ୍କ ଦ୍ବାରା ଫସଲ ନଷ୍ଟ ପାଇଁ ଚାଷୀଙ୍କ ଫସଲକୁ ବୀମାଭୁକ୍ତ କରାଯାଇପାରିବ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments