1. କୃଷି ଖବର

ଆଖି ବୁଜିଲେ କୃଷି ଜାଗରଣର ମୁଖ୍ୟ ସମ୍ପାଦକଙ୍କ ପିତା M.V.Cherian

କୃଷି ଜାଗରଣର ମୁଖ୍ୟ ସମ୍ପାଦକ ଏମ.ସି ଡୋମିନିକଙ୍କ ପିତା M.V.Cherianଙ୍କ 81 ବୟସରେ ଦେହାନ୍ତ ।

Sudesna Nayak
Sudesna Nayak
Condolence News: Shri MV Cherian, the revered father of MC Dominic, chief editor of Krishi Jagran, passed away

Condolence News: Shri MV Cherian, the revered father of MC Dominic, chief editor of Krishi Jagran, passed away

କୃଷି ଜାଗରଣର ମୁଖ୍ୟ ସମ୍ପାଦକ ଏମ.ସି ଡୋମିନିକଙ୍କ ପିତା M.V.Cherianଙ୍କ 81 ବୟସରେ ଦେହାନ୍ତ । ​କୃଷି ଜାଗରଣର ମୁଖ୍ୟ ସମ୍ପାଦକ ଏମ.ସି ଡୋମିନିକଙ୍କ ପିତା M.V.Cherianଙ୍କ ଆଜି ଗୁରୁବାର 16 ଜୁନ୍ 2022 ଦିନ, ସକାଳ 10ଟା ସମୟରେ ଦିଲ୍ଲୀରେ ଦେହାନ୍ତ ହୋଇଛି ।

M.V.Cherianଙ୍କ ଦେହାନ୍ତରେ କୃଷି ଜାଗରଣ ପରିବାର ପକ୍ଷରୁ ତାଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛୁ ।

ଶୋକ କାର୍ଯ୍ୟକ୍ରମ

ଦିନ: ଜୁନ୍ 17, 2022

ସମୟ: ଅପରାହ୍ନ 3:00

P-8, Hauzkhas Enclave, Safdarjung Development Area, Delhi-110016 ।

ସମୟ: 4 PM

Good Shephrd Church
C-/70, Safdarjung Development Area, Hauzkhas, Delhi -16

ଅନ୍ତିମ ସଂସ୍କାର: 5 PM

St Thomas Christian Cemetery
G68V+9G8, Jahanpanah City Forest, Behind Batra Hospital, New Delhi-62

ଅନ୍ତିମ ସଂସ୍କାର ସେବା ପ୍ରସାରଣ

ଗୃହ ପ୍ରାର୍ଥନା: 3:00 PM

ଚର୍ଚ୍ଚ ପ୍ରାର୍ଥନା: 4:00 PM

ସ୍ଥାନ:Good Shephrd Church,Hauzkhas

ଅନ୍ତିମ ସଂସ୍କାର ସେବା ପ୍ରସାରଣ

ଅପରାହ୍ନ 5:00 PM

ସ୍ଥାନ: St.Thomas Christian Cemetery Tughlakabad ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments