News

Lumpy Virus:ଚିନ୍ତା ବଢ଼ାଇଲାଣି ଲମ୍ପି ଭାଇରସ

ମହାମାରୀ କରୋନାର ପ୍ରକୋପ କମିଥିବା ବେଳେ ବର୍ତ୍ତମାନ ଲମ୍ପି ଭାଇରସ୍‌ କୁ ନେଇ ଚିନ୍ତା ବଢ଼ିଛି । ଲମ୍ପି ସ୍କିନ୍‌ ଡିଜିଜ୍‌ ବା ଚର୍ମବିଣ୍ଡି ରୋଗ ଗାଈଗୋରୁଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ସଂକ୍ରାମକ ରୋଗ ।

15 September, 2022 3:49 PM IST By: Sudesna Nayak

ମହାମାରୀ କରୋନା (Coronavirus)ର ପ୍ରକୋପ କମିଥିବା ବେଳେ ବର୍ତ୍ତମାନ ଲମ୍ପି ଭାଇରସ୍‌ (Lumpy Virus) କୁ ନେଇ ଚିନ୍ତା ବଢ଼ିଛି । ଲମ୍ପି ସ୍କିନ୍‌ ଡିଜିଜ୍‌ ବା ଚର୍ମବିଣ୍ଡି ରୋଗ ଗାଈଗୋରୁଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ସଂକ୍ରାମକ ରୋଗ ।

ସୂଚନା ମୁତାବକ, ଭାରତରେ ଲମ୍ପି ଭାଇରସ୍‌ (Lumpy Virus) ଏବେ ସରକାରଙ୍କ ଚିନ୍ତା ବଢ଼ାଇଛି । ଗତ 2019 ଅଗଷ୍ଟରେ ଓଡ଼ିଶା (odisha)ରେ ଏହି ଭାଇରସ୍‌ (Virus)ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଦେଶର 10ଟି ରାଜ୍ୟରେ ଗୋରୁମାନଙ୍କ ଦେହରେ ଏହି ଭାଇରସ୍‌ (Virus) ଚିହ୍ନଟ କରାଯାଇଛି ।

ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଗାଈଗୋରୁ ଚର୍ମବିଣ୍ଡି ରୋଗରେ ଆକ୍ରାନ୍ତ ହେବା ପରେ ଓଡ଼ିଶା (odisha)ଆଲର୍ଟ ଜାରି ହୋଇଛି । ଏହି ଭାଇରସ୍‌ (Virus)କୁ ନେଇ ସତର୍କ ରହିବାକୁ ବାଲେଶ୍ୱର ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ରାୟଗଡ଼ା ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ନୂଆପଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ବରଗଡ଼ ଜିଲ୍ଲା, କଳାହାଣ୍ଡି ଜିଲ୍ଲା, କୋରାପୁଟ ଜିଲ୍ଲା ଓ ମାଲକାନଗିରି 14 ଜିଲ୍ଲାକୁ ଆଲର୍ଟ କରାଯାଇଛି ।

ପ୍ରକାଶ ଥାଉ ଯେ, ପ୍ରାଣୀମାନଙ୍କ ମଧ୍ୟରେ ରୋଗ ସଂକ୍ରମଣକୁ ରୋକିବା ପାଇଁ ରହୁଥିବା ସ୍ଥାନ କିମ୍ବା ଗୁହାଳକୁ ନିୟମିତ ବିଶୋଧନ କରିବା ଉଚିତ୍ ।

ପ୍ରତି ମାସ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାକୁ ଚାଁହୁଛନ୍ତି କି ? କରନ୍ତୁ ଏହି ବିଜନେସ ; ସରକାର କରିବେ ସାହାଯ୍ୟ

ମଇଁଷିର ଦାମ୍ ୮୦ ଲକ୍ଷ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)