1. କୃଷି ଖବର

ଜଗତ୍ସିଂହପୁରଜିଲ୍ଲାରେମାଛଚାଷୀମାନେହତାଶ !!

ଜଗତ୍ସିଂହପୁରଜିଲ୍ଲାବାଲିକୁଦା ଓ ଏରସମାଅଞ୍ଚଳରମାଛଚାଷୀଏବଂଜିଲ୍ଲାପ୍ରଶାସନମଧ୍ୟରେଜମିଦଖଲକୁକେନ୍ଦ୍ରକରିସମସ୍ୟାରସୁତ୍ରପାତହୋଇଛି l ଦୀର୍ଘଦିନଧରିସରକାରୀଜମିରେମାଛଚାଷକରୁଥିବାସ୍ଥାନୀୟଅଧିବାସୀମାନେପ୍ରଶାସନରନୀତିକୁବିରୋଧକରିଛନ୍ତି l ଏହାଫଳରେବର୍ତ୍ତମାନଏହିଅଞ୍ଚଳରେମାଛଉତ୍ପାଦନପ୍ରଭାବିତହୋଇଛି

Sugyan Kumar Nayak
Sugyan Kumar Nayak
fish

fish

ଜଗତ୍‌ସିଂହପୁରଜିଲ୍ଲାବାଲିକୁଦା ଓ ଏରସମାଅଞ୍ଚଳରମାଛଚାଷୀଏବଂଜିଲ୍ଲାପ୍ରଶାସନମଧ୍ୟରେଜମିଦଖଲକୁକେନ୍ଦ୍ରକରିସମସ୍ୟାରସୁତ୍ରପାତହୋଇଛି l ଦୀର୍ଘଦିନଧରିସରକାରୀଜମିରେମାଛଚାଷକରୁଥିବାସ୍ଥାନୀୟଅଧିବାସୀମାନେପ୍ରଶାସନରନୀତିକୁବିରୋଧକରିଛନ୍ତି l ଏହାଫଳରେବର୍ତ୍ତମାନଏହିଅଞ୍ଚଳରେମାଛଉତ୍ପାଦନପ୍ରଭାବିତହୋଇଛି

lମାଛଚାଷୀମାନଙ୍କରଅଞ୍ଚଳଦଖଲକୁଜିଲ୍ଲାପ୍ରଶାସନବେଆଇନବୋଲିଆରୋପକରୁଛି l କିଛିଅଞ୍ଚଳରୁଚିଙ୍ଗୁଡ଼ିଘେରିଉଚ୍ଛେଦକରିବାକୁପ୍ରଶାସନପ୍ରଚେଷ୍ଟାକରିଥିଲେକିନ୍ତୁସ୍ଥାନୀୟଲୋକମାନଙ୍କରପ୍ରବଳବିରୋଧଯୋଗୁଁସଫଳହୋଇପାରିନଥିଲେ l

ମାଛଚାଷୀମାନଙ୍କରଏହିସମସ୍ୟାସମ୍ପର୍କରେପୂର୍ବତନବିଧାୟକଉମେଶସ୍ବାଇଁମୁଖ୍ୟଶାସନସଚିବସୁରେଶଚନ୍ଦ୍ରମହାପାତ୍ରଙ୍କହସ୍ତକ୍ଷେପଲୋଡ଼ିଛନ୍ତି। ଶ୍ରୀସ୍ବାଇଁଗତକାଲିଏନେଇଲେଖିଥିବାଚିଠିରେଉଲ୍ଲେଖକରିଛନ୍ତିଯେମାଛଉତ୍ପାଦନରେଜଗତ୍‌ସିଂହପୁରଜିଲ୍ଲାବହୁଆଗରେ। ଗତ ୧୦ ବର୍ଷମଧ୍ୟରେଓଡ଼ିଶାରେସାମୁଦ୍ରିକମାଛରପ୍ତାନୀ ୭୪୭ ପ୍ରତିଶତବୃଦ୍ଧିଘଟିଛି। ଚିଙ୍ଗୁଡ଼ିରପ୍ତାନୀବାର୍ଷିକ ୮୦୦ କୋଟିଥିବାବେଳେଏବେ ୩ ହଜାରକୋଟିଟଙ୍କା‌ରେପହଞ୍ଚିଛି।

ନିକଟରେଅନୁଷ୍ଠିତଏକଉଚ୍ଚସ୍ତରୀୟବୈଠକରେଇଡ୍‌କୋକୁଲ୍ୟାଣ୍ଡବ୍ୟାଙ୍କଜରିଆରେସାମୁଦ୍ରିକଜମିକୁଉନ୍ନତକରିଚିଙ୍ଗୁଡ଼ିପାଇଁସାଧାରଣଲୋକଙ୍କୁଦେବାପାଇଁନିଷ୍ପତ୍ତିନିଆଯାଇଥିଲା। ଉପକୂଳବର୍ତୀସମୁଦ୍ରକୂଳିଆଅଞ୍ଚଳରେଚାଷୀମାନେ ୩୦ରୁ ୪୦ ବର୍ଷଧରିତଳିଆଜମିରେଘେରିବନ୍ଦକରିଚିଙ୍ଗୁଡ଼ିଚାଷକରିଆସୁଛନ୍ତି। କିନ୍ତୁଜଗତ୍‌ସିଂହପୁରଜିଲ୍ଲାପାଳକିଛିଲୋକଙ୍କଦ୍ବାରାପ୍ରଭାବିତହୋଇଉକ୍ତନିଷ୍ପତ୍ତିକୁଖୋଲାବିରୋଧକରୁଛନ୍ତି।

ଓଡ଼ିଶାପ୍ରିଭେନସନଅଫ୍‌ ଲ୍ୟାଣ୍ଡଏନ୍‌‌କ୍ରୋଚମେଣ୍ଟଆକ୍ଟରଧାରା ୪ ଓ ୬ରେ ବାଲିକୁଦା ଓ ଏରସମାତହସିଲଦାରଙ୍କଜରିଆରେନୋଟିସ୍‌ ଦେଇଚାଷୀମାନଙ୍କଶୁଣାଣିନାଁରେଟଙ୍କାଆଦାୟକଲେ। ଆଇନଅନୁଯାୟୀଚାଷୀଶୁଣାଣି ନ କରିବଳପୂର୍ବକବେଆଇନଭାବେଗତମାସ ୧୮ ତାରିଖରେକୁଶୁପୁରମୌଜାକୁଚିଙ୍ଗୁଡ଼ିଚାଷଘେରିଭାଙ୍ଗିବାପାଇଁବନବିଭାଗଅଧିକାରୀଙ୍କୁଧରିପହଞ୍ଚିଥିଲେ। ସ୍ଥାନୀୟଚାଷୀଙ୍କପ୍ରବଳବିରୋଧହେତୁସେମାନେଫେରିଆସିଥିଲେ।

ଏହାବିରୁଦ୍ଧରେଆପତ୍ତିକରିବାପାଇଁଚାଷୀମାନେଜିଲ୍ଲାପାଳଙ୍କନିକଟକୁଆସିଥିଲେମଧ୍ୟସେକର୍ଣ୍ଣପାତକରି ନ ଥିଲେ। ସେହିପରିଏକରପିଛାସରକାରୀଜମିଦଖଲରେଥିବାବ୍ୟକ୍ତିମାନେବାର୍ଷିକଶହେଟଙ୍କାରୁଅଧିକକର ନ ଦେବାଲାଗିଆଇନରେବ୍ୟବସ୍ଥାଥିଲେମଧ୍ୟବେଆଇନଭାବେ ୩ ହଜାରଟଙ୍କାଆଦାୟକରାଯାଉଛି। ଏଥିସହଚାଷୀମାନେସରକାରୀଜମି ୩୦ରୁ ୪୦ ବର୍ଷଦଖଲରେଥିଲେଆଇନଅନୁଯାୟୀତାହାଦଖଲକାରୀଙ୍କନାମରେରେକର୍ଡଭୁକ୍ତକରିବାରବ୍ୟବସ୍ଥାରହିଛି। ଏସବୁସତ୍ତ୍ବେଜଗତ୍‌ସିଂହପୁରଜିଲ୍ଲାପାଳଙ୍କନିର୍ଦେଶରେସାଧାରଣଚାଷୀଙ୍କୁଚାଷଜମିରୁଉଚ୍ଛେଦକରାଯାଉଛି। ରାଜ୍ୟତଥାଜିଲ୍ଲାରଆର୍ଥିକଅଭିବୃଦ୍ଧିଘଟିବାପରିବର୍ତେକ୍ଷତିସାଧନହେଉଥିବାନେଇସେଚିଠିରେଉଲ୍ଲେଖକରିଛନ୍ତି।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments