ଏଣିକି ହାଣ୍ତିଶାଳ ଉପରେ ପଡିଲା ମହଙ୍ଗା ମାଡ । ଯାହାକୁ ନେଇ ଚିନ୍ତାରେ ଗୃହିଣୀ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର (Vegetable Price Today) ।
ସୂଚନା ଅନୁଯାୟୀ, ଲେମ୍ବୁ (LEMON)ର ଦାମ ସାଧାରଣ ଲୋକମାନଙ୍କ ବଜେଟକୁ ଖଟ୍ଟା କରିଥିବା ବେଳେ ଗୃହିଣୀଙ୍କୁ ଟେନସନ ଦେଉଛି ବିନ୍ (BEANS)ର ଦର ଏବଂ ସଜନା ଛୁଇଁ (Drumstick)ର ଦର ।
ଶୁକ୍ରବାର (FRIDAY) କଟକ ଏବଂ ବ୍ରହ୍ମପୁରରେ କଣ ରହିଛି ପନିପରିବା ଦର (Vegetable Price Today) ଜାଣନ୍ତୁ...
ଗତ କିଛି ମାସ ମଧ୍ୟରେ ଲେମ୍ବୁ (LEMON)ର ଦର ,ବିନ୍ (BEANS)ର ଦର ,ଟମାଟୋ (Tomato)ର ଦର , ସଜନା ଛୁଇଁ (Drumstick)ର ଦର ,ପୋଟଳ (Pointed gourd)ର ଦର ,ଗାଜରର ଦର , ପିଆଜ (ONION)ର ଦର, ଆଳୁ (POTATO)ର ଦର ,ବାଇଗଣର ଦର , ଆଦି ଅନେକ ପନିପରିବା ଦର (Vegetable Price)ଆକାଶ ଛୁଇଁଲାଣି ।
କଟକରେ ଶୁକ୍ରବାର (FRIDAY)ବାଇଗଣ ଦର-40.00 ଟଙ୍କା
-ପୋଟଳ ଦର-50.00 ଟଙ୍କା
-ଟମାଟୋ ଦର-30.00 ଟଙ୍କା
-ବିନ୍ ର ଦର- 100.00 ଟଙ୍କା
-ସଜନାଛୁଇଁ ଦର-100.00 ଟଙ୍କା
-ଭେଣ୍ତି ଦର- 30.00 ଟଙ୍କା
-ପିଆଜ ଦର- 28.00 ଟଙ୍କା
-ଆଳୁ ଦର- 32.00 ଟଙ୍କା
- ବ୍ରହ୍ମପୁରରେ ଶୁକ୍ରବାର (FRIDAY) ବାଇଗଣ ଦର-50.00 ଟଙ୍କା
-ପୋଟଳ ଦର-60.00 ଟଙ୍କା
-ଟମାଟୋ ଦର-35.00 ଟଙ୍କା
-ବିନ୍ ର ଦର- 70.00 ଟଙ୍କା
-ସଜନାଛୁଇଁ ଦର-100.00 ଟଙ୍କା
-ଭେଣ୍ତି ଦର- 50.00 ଟଙ୍କା
-ପିଆଜ ଦର- 18.00 ଟଙ୍କା
-ଆଳୁ ଦର- 25.00 ଟଙ୍କା
ପ୍ରକାଶ ଥାଉ ଯେ, ସବୁଦିନ ଓଡ଼ିଶା ବଜାରରେ 5 ଟଙ୍କା 10 ଟଙ୍କା ପନିପରିବାର ଦର (Vegetable Price) କମୁଥିବା ବେଳେ କିଛି ପନିପରିବାର ଦର(Vegetable Price) ସମାନ ଟଙ୍କା ହିଁ ବୃଦ୍ଧି ପାଉଛି ।
Vegetable Price:ଚିନ୍ତାରେ ଗୃହିଣୀ, କେଉଁଠି କେତେ ବଢିଲା ପରିବା ଦର ଜାଣନ୍ତୁ...
ନିର୍ମିତ ହେଉଛି ଅସ୍ଥାୟୀ ସେଓ ମଣ୍ତି ,ଚାଷୀଙ୍କୁ କଣ ମିଳିବ ଲାଭ ଜାଣନ୍ତୁ ...