1. କୃଷି ଖବର

Vegetable Price:ଚିନ୍ତାରେ ଗୃହିଣୀ, କେଉଁଠି କେତେ ବଢିଲା ପରିବା ଦର ଜାଣନ୍ତୁ...

ଏଣିକି ହାଣ୍ତିଶାଳ ଉପରେ ପଡିଲା ମହଙ୍ଗା ମାଡ । ଯାହାକୁ ନେଇ ଚିନ୍ତାରେ ଗୃହିଣୀ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର (Vegetable Price Today) ।

Sudesna Nayak
Sudesna Nayak
Thursday vegetable price

Thursday vegetable price

ଏଣିକି ହାଣ୍ତିଶାଳ ଉପରେ ପଡିଲା ମହଙ୍ଗା ମାଡ । ଯାହାକୁ ନେଇ ଚିନ୍ତାରେ ଗୃହିଣୀ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର (Vegetable Price Today)

ସୂଚନା ଅନୁଯାୟୀ, ଲେମ୍ବୁ (LEMON)ର ଦାମ ସାଧାରଣ ଲୋକମାନଙ୍କ ବଜେଟକୁ ଖଟ୍ଟା କରିଥିବା ବେଳେ ଗୃହିଣୀଙ୍କୁ ଟେନସନ ଦେଉଛି ବିନ୍ (BEANS)ର ଦର ।

ଗୁରୁବାର (Thursday)ଭୁବନେଶ୍ବର ଏବଂ ସମ୍ବଲପୁରରେ କଣ ରହିଛି ପନିପରିବା ଦର (Vegetable Price Today)ଜାଣନ୍ତୁ...

ଗତ କିଛି ମାସ ମଧ୍ୟରେ ଲେମ୍ବୁ (LEMON),ବିନ୍ (BEANS),ଟମାଟୋ (Tomato), ସଜନା ଛୁଇଁ (Drumstick),ପୋଟଳ (Pointed gourd),ଗାଜର, ପିଆଜ (ONION),ଆଳୁ (POTATO),ବାଇଗଣ, ଆଦି ଅନେକ ପନିପରିବା ଦର (Vegetable Price)ଆକାଶ ଛୁଇଁଲାଣି ।

ସମ୍ବଲପୁରରେ ଗୁରୁବାର (Thursday)ବାଇଗଣ ଦର-30.00 ଟଙ୍କା

-ପୋଟଳ ଦର-50.00 ଟଙ୍କା

-ଟମାଟୋ ଦର-30.00 ଟଙ୍କା

-ବିନ୍ ର ଦର- 100.00 ଟଙ୍କା

-ସଜନାଛୁଇଁ ଦର-120.00 ଟଙ୍କା

-ଭେଣ୍ତି ଦର- 50.00 ଟଙ୍କା

-ପିଆଜ ଦର- 25.00 ଟଙ୍କା

-ଆଳୁ ଦର- 25.00 ଟଙ୍କା

- ଭୁବନେଶ୍ବରରେ ଗୁରୁବାର (Thursday)ବାଇଗଣ ଦର-40.00 ଟଙ୍କା

-ପୋଟଳ ଦର-40.00 ଟଙ୍କା

-ଟମାଟୋ ଦର-30.00 ଟଙ୍କା

-ବିନ୍ ର ଦର- 100.00 ଟଙ୍କା

-ଭେଣ୍ତି ଦର- 30.00 ଟଙ୍କା

-ଗାଜର ଦର- 30.00 ଟଙ୍କା

-ପିଆଜ ଦର- 28.00 ଟଙ୍କା

-ଆଳୁ ଦର- 32.00 ଟଙ୍କା

ପ୍ରକାଶ ଥାଉ ଯେ, ପ୍ରତିଦିନ ଓଡ଼ିଶା ବଜାରରେ ୫ ଟଙ୍କା ୧୦ ଟଙ୍କା ପନିପରିବାର ଦର (Vegetable Price) କମୁଥିବା ବେଳେ କିଛି ପନିପରିବାର ଦର(Vegetable Price) ସମାନ ଟଙ୍କା ହିଁ ବୃଦ୍ଧି ପାଉଛି ।

ହାଣ୍ତିଶାଳ ଉପରେ ମହଙ୍ଗା ମାଡ, ଜାଣନ୍ତୁ ଆଜିର ପରିବା ଦର...

Vegetable Price:ଆଜିର ପରିବା ଦର,ନଜର ପକାନ୍ତୁ କେଉଁଠି କେତେ ?

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments