1. କୃଷି ଖବର

Ganesh Chaturthi: ‘ପୁଷ୍ପା’ସ୍ଵାଗରେ ଗଣେଷ ମୂର୍ତ୍ତି

ଆଜି ବୁଧବାର ଗଣେଶ ଚତୁର୍ଥୀ । ଅଗ୍ରଗଣ୍ୟ ଗଜାନଙ୍କ ପୂଜା ଆରଧନାର ଦିନ । ଆଜିଠୁ ଆରମ୍ଭ ହେଉଛି ପାର୍ବଣ । ଏଥର ‘ପୁଷ୍ପା’ସ୍ଵାଗରେ ଗଣେଷ ମୂର୍ତ୍ତି, ଅଲ୍ଲୁଙ୍କ ହିଟ୍‌ ଷ୍ଟାଇଲ୍‌ରେ ଆସିଲେ ନଜର ।

Sudesna Nayak
Sudesna Nayak
Ganesh Chaturthi celebration

Ganesh Chaturthi celebration

ଆଜି ବୁଧବାର (Wednesday)ଗଣେଶ ଚତୁର୍ଥୀ (Ganesh Chaturthi) । ଅଗ୍ରଗଣ୍ୟ ଗଜାନଙ୍କ ପୂଜା ଆରଧନାର ଦିନ । ଆଜିଠୁ ଆରମ୍ଭ ହେଉଛି ପାର୍ବଣ । ଏଥର ‘ପୁଷ୍ପା’ସ୍ଵାଗରେ ଗଣେଷ ମୂର୍ତ୍ତି, ଅଲ୍ଲୁଙ୍କ ହିଟ୍‌ ଷ୍ଟାଇଲ୍‌ରେ ଆସିଲେ ନଜର ।

ସୂଚନା ଅନୁଯାୟୀ, ‘ପୁଷ୍ପା: ଦି ରାଇଜ୍’ Pushpa: The Rise ଫିଲ୍ମ ଦେଖିବା ପରେ ଅଲ୍ଲୁ ଅର୍ଜୁନ (Allu Arjun)ଙ୍କ ଷ୍ଟାଇଲ୍‌ ବହୁତ ଭାଇରାଲ୍‌ ହେବାରେ ଲାଗିଛି । ଏହି ଚଳଚ୍ଚିତ୍ରରେ ଥିବା ଡାଏଲଗ୍‌ ‘ମେନ୍ ଝୁକେଗା ନେହିଁ’ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା । ବର୍ତ୍ତମାନ ଏହି ସ୍ୱାଗ ପ୍ରଭୁ ଗଣେଶ (Ganesh)କରୁଥିବାର ଦେଖିବାକୁ ମିଳିଛି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଦେଖନ୍ତୁ ଫଟୋ....

ଗଣେଶ ପୂଜା (Ganesh Chaturthi) ଅବସରରେ ସବୁଠି ଲାଗି ରହିଛି ଉତ୍ସବମୁଖର ପରିବେଶ । ଶିକ୍ଷାନୁଷ୍ଠାନ, କ୍ଲବ, ଅଫିସ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ପୂଜା ମଣ୍ଡପମାନଙ୍କରେ ମହା ସମାରୋହରେ ଆୟୋଜିତ ହେଉଛି ଗଣେଶ ପୂଜା (Ganesh Chaturthi)

ପ୍ରକାଶ ଥାଉ ଯେ, 2 ବର୍ଷ ପରେ ବିନା କୋଭିଡ କଟକଣାରେ ପୂଜା ପାଇବେ ବିଘ୍ନ ବିନାଶକ (Ganesh Chaturthi) । ଯାହାକୁ ନେଇ ଯାକଜମକରେ ଅଗ୍ରପୂଜ୍ୟଙ୍କ ଆରଧନା ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ ।

ଭକ୍ତଙ୍କ ଗହଣରେ ଏଥର ଜମିବ ଗଣେଶ ପୂଜା

Rain in Odisha:ବୁଧବାର ଏହି ସବୁ ଜିଲ୍ଲାରେ ବର୍ଷା ଆଶଙ୍କା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments