1. କୃଷି ଖବର

ଜର୍ଜ ଫର୍ଣ୍ଣIଣ୍ଡିସଙ୍କ ପରଲୋକ …

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏବଂ ସମାଜବାଦୀ ନେତା ଜର୍ଜ ଫର୍ଣ୍ଣଣ୍ଡିସଙ୍କର ଆଜି ପରଲୋକ ଘଟିଛି |ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା |

KJ Staff
KJ Staff

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏବଂ ସମାଜବାଦୀ ନେତା ଜର୍ଜ ଫର୍ଣ୍ଣଣ୍ଡିସଙ୍କର ଆଜି ପରଲୋକ ଘଟିଛି |ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା |ଗାତ କିଛି ବର୍ଷ ଧରି ଆଲଜେମର ରେ ପୀଡିତ ରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ |

 

ତାଙ୍କର ପରଲୋକ ବିଭିନ୍ନ ମହଲର ସୋଖ ର ସାୟା ଖେଳାଇଛି|ରାଷ୍ଟ୍ରପତି ରାମନାଥ କୋବିନ୍ଦ,ଉପ ରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁ ଏବଂ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି |

ପ୍ରଧାନ ମନ୍ତ୍ରୀ ତାଙ୍କ ବାସ ଭବନ କୁ ଯାଇ ତାଙ୍କର ଶେଷ ଦର୍ଶନ କରିଛନ୍ତି ଏବଂ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି |
ଆସନ୍ତାକାଲି ତାଙ୍କର ଶେଷ କୃତ୍ୟ କରାଯିବ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments