1. କୃଷି ଖବର

ସବୁଠାରୁ ବଡ ଚଦ୍ରଗ୍ରହଣ !

ସବୁଠାରୁ ବଡ ଚଦ୍ରଗ୍ରହଣ !

KJ Staff
KJ Staff

ଜଣାନ୍ତୁ ଏହାର ଆପଣଙ୍କ ଜୀବନ ରେ କିପରି ପ୍ରଭାବ ପକାଇବ!
ପାକତ୍ୟାଗ :ଅପରାହ୍ନ ୪ ଘଟିକା ୩୨ ମିନିଟ
ଗ୍ରହଣସ୍ପର୍ଶ: ରାତି ୧ ଘଟିକା ୩୦ ମିନିଟ
ସର୍ବମୋକ୍ଷ :ଭୋର ୪ ଘଟିକା ୩୦ ମିନିଟ

ଗୁରୁପୂର୍ଣ୍ଣିମା ର ପବିତ୍ର ତିଥି ରେ ଦଶନ୍ଧି ସବୁଠାରୁ ବଡ ଚନ୍ଦ୍ର ଗ୍ରହଣ ଆଜି ( ମଙ୍ଗଳବାର) ଦୃଶ୍ୟମାନ ହେବ |ଆଜି ଦୀର୍ଘ ଦିନ ପରେ ମଙ୍ଗଳ ଗ୍ରହ ପୃଥିବୀ ର ବେଶ ନିକଟରେ ହେବ |ଏହି ବିରଳ ମହାଜଗତୀୟ ଦୃଶ୍ୟ ଅଷ୍ଟ୍ରେଲିଆ ,,ଆଫ୍ରିକା ଏବଂ ଏସିଆ ମହାଦେଶରେ ଦୃଶ୍ୟମାନ ହେବ |ତେବେ ଦେଶ ର କେତେକ ସ୍ଥାନ ରେ ଆକାଶ ମେଘଚାନନା ରହିଥିବାରୁ ଏହି ଦୃଶ୍ୟ ଦେଖିବାକୁ ନ ମିଳିବାର ସମ୍ଭାବନ ରହିଛି |

ମଙ୍ଗଳବାର ମଧ୍ୟରାତ୍ରି ୧ ଘଟିକା ୩୨ ମିନିଟ ସମୟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ |ବୁଧବାର ସକାଳ ୪ ଘଟିକା ୩୧ ମିନିଟ ରେ ଏହା ସର୍ବମୋକ୍ଷ ହେବ |ଚନ୍ଦ୍ରମା ଉପରେ ଲାଗୁଥିବା ଗ୍ରହଣ କୁ ନାସା ପକ୍ଷରୁ ଚମକଦାର ସୋ ବୋଲି କୁହାଯାଇଛି |ଏହି ସମୟରେ ଚନ୍ଦ୍ର ଓ ପୃଥିବୀ ଅତି ନିକଟରେ ହୋଇଥିବାରୁ ଏହାକୁ ସୁପର ମୁନ ମଧ୍ୟ କୁହାଯାଇଛି |

ତେବେ ଜୋତିଶ ଙ୍କ ମତରେ ଏହି ଗ୍ରହଣ ବିଛା ,ଧନୁ ,ମିନା ଏବଂ କର୍କଟ ରାଶି ର ବ୍ୟକ୍ତି ଙ୍କ ଲାଗି ଶୁଭଦାୟକ ନୁହେଁ |ଏହି ରାଶି ର ବ୍ୟକ୍ତି ସାବଧାନତା ଅବଲମ୍ବନ କରନ୍ତୁ |ଏହା ସହ ଅନ୍ୟ ସମସ୍ତ ରାଶି ର ବ୍ୟକ୍ତି ଙ୍କ ଲାଗି ଏହା ନିଶ୍ଚିନ୍ତ ଶୁଭଫଳ ଆଣିଦେବ |ଐଶ୍ୱର୍ଯ୍ୟ ସହ ଈଶ୍ୱର ଙ୍କ ଆଶୀର୍ବାଦ ସୁନିଶ୍ଚିତ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments