1. କୃଷି ଖବର

Har Ghar Tiranga: ଗର୍ବର ସହ ତ୍ରିରଙ୍ଗା ଉଡାଇଲା କୃଷି ଜାଗରଣ

କୃଷି ଜାଗରଣ ଓ ଟିମ ଶନିବାର ଦିନ 11ଟାରେ ଦିଲ୍ଲୀ ସ୍ଥିତ ଏହାର କାର୍ଯ୍ୟାଳୟରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ଆଗକୁ ବଢାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ସୋମାନି ସିଡ୍ସର (Somani Seeds)ର ପରିଚାଳନା ନିର୍ଦ୍ଦେଶକ କେଭି ସୋମାନି ।

Shuvanshu Kar
Shuvanshu Kar
Har Ghar Tiranga: Independence Day celebration kick starts today at Krishi Jagran

Har Ghar Tiranga: Independence Day celebration kick starts today at Krishi Jagran

ପ୍ରଧାନମନ୍ତ୍ରୀଙ୍କ ହରଘର ତ୍ରିରଙ୍ଗା(Har Ghar Tiranga) ଅଭିଯାନରେ ସାମିଲ ହୋଇ ଗର୍ବର ସହ ଜାତୀୟ ପତାକା ଉଡାଇଛି କୃଷି ଜାଗରଣ(Krishi Jagran) । କୃଷି ଜାଗରଣ ପକ୍ଷରୁ ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ସମସ୍ତେ ମିଶି କାର୍ଯ୍ୟାଳୟ ଛାତ ଉପରେ ତ୍ରିରଙ୍ଗା ଉଡାଇଛନ୍ତି ।

Har Ghar Tiranga: Independence Day celebration kick starts today at Krishi Jagran

Har Ghar Tiranga: Independence Day celebration kick starts today at Krishi Jagran

କୃଷି ଜାଗରଣ ଓ ଟିମ ଶନିବାର ଦିନ 11ଟାରେ ଦିଲ୍ଲୀ ସ୍ଥିତ ଏହାର କାର୍ଯ୍ୟାଳୟରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ଆଗକୁ ବଢାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ସୋମାନି ସିଡ୍ସରର ପରିଚାଳନା ନିର୍ଦ୍ଦେଶକ କେଭି ସୋମାନି ।

ମୁଖ୍ୟ ଅତିଥି କେଭି ସୋମାନି ଓ କୃଷି ଜାଗରଣ ଟିମ ମିଶି ଛାତ ଉପରେ ତ୍ରିରଙ୍ଗା ଉଡାଇଛନ୍ତି । ଏ ମୁହୂର୍ତ୍ତ ସମସ୍ତଙ୍କ ପାଇଁ ଏକ ଗର୍ବ ଆଉ ଗୌବରର ମୁହୂର୍ତ୍ତ ରହିଥିଲା । ଦେଶ ଭକ୍ତିର ପରିବେଷ ସୃଷ୍ଟି ହୋଇଥିଲା । ତ୍ରିରଙ୍ଗା ଉଡାଇବା ପରେ ସମସ୍ତେ ମିଶି ଜାତୀୟ ସଙ୍ଗୀତ ଗାନ କରିଥିଲେ ।

Har Ghar Tiranga: Independence Day celebration kick starts today at Krishi Jagran

Har Ghar Tiranga: Independence Day celebration kick starts today at Krishi Jagran

କାର୍ଯ୍ୟକ୍ରମରେ କୃଷି ଜାଗରଣର ପ୍ରତିଷ୍ଠାତା ଏମ ସି ଡୋମିନିକ, ନିର୍ଦ୍ଦେଶକ ସାଇନି ଡୋମିନିକ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହିତିଲେ । ଦେଶର ସ୍ବାଧୀନତା ଦିବସକୁ ନେଇ ସ୍ବଳ୍ପ ଅଭିଭାଷଣ ରଖିଥିଲେ ମୁଖ୍ୟ ଅତିଥି । ଅନ୍ୟପକ୍ଷେ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ ବୋଲି କହିଛ୍ତି କୃଷି ଜାଗରଣର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଏମ ସି ଡୋମିନିକ ।

Har Ghar Tiranga: ପ୍ରଧାନମନ୍ତ୍ରୀଙ୍କ 'ହରଘର ତ୍ରିରଙ୍ଗା' ଅଭିଯାନରେ ସାମିଲ ହେଲା କୃଷି ଜାଗରଣ

HAR GHAR TIRANGA: ଦଶ ଦିନରେ 1 କୋଟିରୁ ଅଧିକ ତ୍ରିରଙ୍ଗା ବିକ୍ରି, ଆପଣ ବି କରନ୍ତୁ ଅର୍ଡର

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments