1. କୃଷି ଖବର

୬ ଟି ଜିଲ୍ଲା ରେ ପ୍ରବଳ ବର୍ଷା

୬ ଟି ଜିଲ୍ଲା ରେ ପ୍ରବଳ ବର୍ଷା

KJ Staff
KJ Staff

ଭାରତୀୟ ପାଣିପାଗ ଆକଳନ ଅନୁଯାୟୀ ବଙ୍ଗୋପସାଗର ରେ ହୋଇଥିବା ଆଉ ଏକ ଲଘୁଚାପ ପ୍ରଭା ରେ ୬ ଟି ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷ ସମ୍ଭାବନା ରହିଛି |ସୁନ୍ଦରଗଡ଼ ଝାରସୁଗୁଡା କେଉଁଝର ସମ୍ବଲପୁର ବରଗଡ଼ ଏବଂ ନୂଆପଡା ଜିଲ୍ଲା ର ପ୍ରବଳ ରୁ ଅତି ପ୍ରବଳ ବର୍ଷ ର ସମ୍ଭାବନା ରହିଛି |
ମଙ୍ଗଳବାର ଲଘୁଚାପ ପ୍ରଭାବ ରେ ରାଜ୍ୟ ର ବିଭିନ୍ନଜାଗାରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ |
ଆକାଶ ମେଘଛନ୍ନ ରହିବା ସହ ପବନ ର ବେଗ ୪୦ ରୁ ୫୦ କି ମି ପ୍ରତି ବେଗ ରହିପାରେ |ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ମଧ୍ୟକୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବେଶ କରିବାରୁ ବାରଣ କରାଯାଇଛି |

ଆଗାମୀ ୩ ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ପାଗ ରହିବ ଏବଂ ଏହି ଲଘୁଚାପ ପଶ୍ଚିମ -ଉତ୍ତର ପଶ୍ଚିମ ଦେଇ ଗତି କରିବ |ତେଣୁ ଓଡ଼ିଶାର ଉପକୂଳ ଅଞ୍ଚଳ ,ବଙ୍ଗୋପସାଗର ର ଉତ୍ତର ପଶ୍ଚିମ ଅଞ୍ଚଳରେ ସକ୍ରିୟ ରହିବ|

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ