1. କୃଷି ଖବର

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସିଖବର : ମୋଦି ସରକାର ଦେବେ ଗୁଡନ୍ୟୁଜ୍

କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ପାଇଁ ସମୟ ସମୟରେ ନୂଆ ନୂଆ ଘୋଷଣା କରିଥାନ୍ତି । ବର୍ତ୍ତମାନ ଡିଏ ଏବଂ ଫିଟମେଣ୍ଟ ଫ୍ୟାକ୍ଟରରେ ବୃଦ୍ଧି କରିବାକୁ ଯାଉଛନ୍ତି ମୋଦି ସରକାର ।

Sudesna Nayak
Sudesna Nayak
how dearness allowance counts for central govt employees and pensioners,pic credit :www.pexels.com, @PMOIndia

how dearness allowance counts for central govt employees and pensioners,pic credit :www.pexels.com, @PMOIndia

କେନ୍ଦ୍ରୀୟ କର୍ମଚାରୀ (central govt employees)ମାନଙ୍କ ପାଇଁ ସମୟ ସମୟରେ (central govt)ନୂଆ ନୂଆ ଘୋଷଣା କରିଥାନ୍ତି । ବର୍ତ୍ତମାନ ଡିଏ (DA) ଏବଂ ଫିଟମେଣ୍ଟ ଫ୍ୟାକ୍ଟର (Fitment factor)ରେ ବୃଦ୍ଧି କରିବାକୁ ଯାଉଛନ୍ତି ମୋଦି ସରକାର (modi govt) ।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାର (central govt) ୪% ମହଙ୍ଗା ଭତ୍ତାରେ ବୃଦ୍ଧି ଘଟାଇପାରନ୍ତି । ପ୍ରତି ୬ ମାସରେ ଥରେ କେନ୍ଦ୍ର ସରକାର (central govt) ମହଙ୍ଗା ଭତ୍ତା ବୃଦ୍ଧି କରିଥାନ୍ତି । ସରକାର ଗତ ମାର୍ଚ୍ଚ ମାସରେ ଡିଏ (DA) ବୃଦ୍ଧି କରିଥିଲେ । ତେବେ ଡିଏ (DA) ବୃଦ୍ଧି କରିବା ଫଳରେ ହିଁ କେନ୍ଦ୍ରୀୟ କର୍ମଚାରୀ (central government employees)ଙ୍କ ମହଙ୍ଗା ଭତ୍ତା (dearness allowance)ରେ ବୃଦ୍ଧି ଘଟି 46% ହେବ ।

ମୋଦି ସରକାର (modi govt) DA ଏବଂ ଫିଟମେଣ୍ଟ ଫ୍ୟାକ୍ଟରରେ ବୃଦ୍ଧି କରିବାକୁ ଯାଉଛନ୍ତି । ଯାହାଫଳରେ କର୍ମଚାରୀଙ୍କ ଭାଗ୍ୟ ଚମକିବ ଏବଂ 1 କୋଟି ପରିବାର ଲାଭବାନ ହୋଇପାରିବେ ।

ପ୍ରକାଶ ଥାଉ ଯେ, ଆହୁରି ମଧ୍ଯ ଜଣାପଡିଛି କି କେନ୍ଦ୍ର ସରକାର (central government)ଫିଟମେଣ୍ଟ ଫ୍ୟାକ୍ଟର (Fitment factor)କୁ ନେଇ ମଧ୍ୟ ବଡ ଘୋଷଣା କରିପାରନ୍ତି ।

HRA Hike: କର୍ମଚାରୀଙ୍କ ହାତକୁ ଆସିବ ୨୦ ହଜାର

ବଢାଇ ପାରନ୍ତି ୩% ମହଙ୍ଗା ଭତ୍ତା, ଖୁବ୍‌ଶୀଘ୍ର ହେବ ଘୋଷଣା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments