1. କୃଷି ଖବର

ବାଜପେୟୀଙ୍କର ସ୍ମୃତି ରେ ଭାରତ ...

ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ୯୪ ତମ ଜନ୍ମ ବାର୍ଷିକୀ ର ଉତ୍ସବ ପାଳନ କରିଛି ସମଗ୍ର ଭାରତ |୨୫ ଡ଼ିସେମ୍ବର ୧୯୨୪ ରେ, ଏକ ସ୍କୁଲ ମାଷ୍ଟରଙ୍କର ସୁପୁତ୍ର ଭାବେ ଜନ୍ମ ଗ୍ରହଣ କରିଥିବା ଏହି ମହାନ ଆତ୍ମା ୧୯୯୬ ଏବଂ ପରେ ୧୯୯୮ ରୁ ୨୦୦୪ ଯାଏ ମୁଖ୍ୟ ମନ୍ତ୍ରୀ ଭାବେ ଦେଶ ର ଉତ୍ତମ ସେବା କରିଥିଲେ |ଡ଼ିସେମ୍ବର ୨୦୧୪ ରେ ସେ ଭାରତ ରତ୍ନ ଦ୍ୱାରା ପୁରସ୍କୃତ ମଧ୍ୟ ହୋଇଥିଲେ | ତାଙ୍କର ଜନ୍ମ ବାର୍ଷିକୀ ରେ ଦେଶ ର ସମସ୍ତ ରାଜନୀତିଜ୍ଞନ ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି |

KJ Staff

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ,ତାଙ୍କ ସ୍ବପ୍ନ ର ଭାରତ ଗଠନ ରେ ଆମେ ସର୍ବଦା ତତ୍ପର ବୋଲି ଟ୍ୱିଟ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି |

ସେହିପରି ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି "ଅଟଳ ବିହାରୀ ବାଜପେୟୀ ଏକ ଉତ୍ତମ ନାଗରିକ ,ବିଶିଷ୍ଟ କବି,ବକ୍ତା ଏବଂ ନୂତନ ଭାରତ ରେ ଉତ୍ତମ ନେତା ବୋଲି ଟ୍ୱିଟର ଦ୍ୱାରା ଉଲ୍ଲେଖ କରିଛନ୍ତି |

ସେହିପରି ତାଙ୍କର ସ୍ମୃତି ରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଟ୍ୱିଟ କରିଛନ୍ତି ,"ଭାରତ ର ଏକ ପ୍ରକୃତ ନାଗରିକ ବାଜପେୟୀ ସର୍ବଦା ଦେଶ ବାସୀଙ୍କ ମନ ଓ ହୃଦୟ ରେ ଜୀବିତ ରହିବେ "|

ବାଜପେୟୀଙ୍କର ସ୍ମୃତି ରେ ପ୍ରଧାନ ମନ୍ତ୍ରୀ ୧୦୦ ଟଙ୍କିଆ ମୁଦ୍ରା ର ମଧ୍ୟ ଉନ୍ମୋଚନ କରିଛନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ