ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ,ତାଙ୍କ ସ୍ବପ୍ନ ର ଭାରତ ଗଠନ ରେ ଆମେ ସର୍ବଦା ତତ୍ପର ବୋଲି ଟ୍ୱିଟ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି |
ସେହିପରି ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି "ଅଟଳ ବିହାରୀ ବାଜପେୟୀ ଏକ ଉତ୍ତମ ନାଗରିକ ,ବିଶିଷ୍ଟ କବି,ବକ୍ତା ଏବଂ ନୂତନ ଭାରତ ରେ ଉତ୍ତମ ନେତା ବୋଲି ଟ୍ୱିଟର ଦ୍ୱାରା ଉଲ୍ଲେଖ କରିଛନ୍ତି |
Humble tributes to former Prime Minister #AtalBihariVajpayee on his Birth Anniversary. #Atalji was an outstanding Parliamentarian, exceptional poet, excellent orator and one of the greatest leaders of modern India. pic.twitter.com/hzP8hhla1U
— Naveen Patnaik (@Naveen_Odisha) December 25, 2018
ସେହିପରି ତାଙ୍କର ସ୍ମୃତି ରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଟ୍ୱିଟ କରିଛନ୍ତି ,"ଭାରତ ର ଏକ ପ୍ରକୃତ ନାଗରିକ ବାଜପେୟୀ ସର୍ବଦା ଦେଶ ବାସୀଙ୍କ ମନ ଓ ହୃଦୟ ରେ ଜୀବିତ ରହିବେ "|
ବାଜପେୟୀଙ୍କର ସ୍ମୃତି ରେ ପ୍ରଧାନ ମନ୍ତ୍ରୀ ୧୦୦ ଟଙ୍କିଆ ମୁଦ୍ରା ର ମଧ୍ୟ ଉନ୍ମୋଚନ କରିଛନ୍ତି |
Share your comments